Home Bibles ଯିହୋଶୂୟ 12:2 · ଓଡ଼ିଆ ବାଇବେଲ
ଯିହୋଶୂୟ 12:2 · ଓଡ଼ିଆ ବାଇବେଲ

ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

Cross references

ଆଦି ପୁସ୍ତକ 32:22

ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।

ଗଣନା ପୁସ୍ତକ 21:23

ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।

ଦିତୀୟ ବିବରଣ 1:4

ସଦାପ୍ରଭୁ ହିଷ୍ବୋନ ନିବାସୀ ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗକକ୍ସ୍ଟ ଇଦ୍ରିଯୀ ରେ ପରାସ୍ତ କଲାପରେ।

ଦିତୀୟ ବିବରଣ 2:24

ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।

ଦିତୀୟ ବିବରଣ 3:6

ହିଷ୍ବୋନ ରାଜା ସୀହାନଙ୍କେକ୍ସ୍ଟ ଯେପରି କରିଥିଲେ, ସହେିପରି ଏଠା ରେ ଆମ୍ଭେ ସମସ୍ତଙ୍କକ୍ସ୍ଟ ଏପରି କି ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ଯ ବିନାଶ କଲକ୍ସ୍ଟ।

ବିଚାରକର୍ତାମାନଙ୍କ ବିବରଣ 11:13

ଅମ୍ମାନେୀୟର ରାଜା ୟିଲ୍ଗହଙ୍କର ଦୂତକକ୍ସ୍ଟ କହିଲେ, ଆମ୍ଭମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରୁଛକ୍ସ୍ଟ କାରଣ ଇଶ୍ରାୟେଲ ଲୋକମାନେ ଅେମ୍ମାନୀୟଙ୍କର ଭୂମିକକ୍ସ୍ଟ ବଳପୂର୍ବକ ଅଧିକାର କରି ନଇେଛନ୍ତି। ଯେତବେେଳେ ସମାନେେ ମିଶରରକ୍ସ୍ଟ ଆସିଲେ। ସମାନେେ ଅର୍ନୋନଠାରକ୍ସ୍ଟ ଯଦ୍ଦୋକ୍ ଓ ୟର୍ଦ୍ଦନ ପର୍ୟ୍ଯନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସହେି ଭୂମିକକ୍ସ୍ଟ ନିର୍ବିଘ୍ନ ରେ ଆମ୍ଭମାନଙ୍କୁ ଫରୋଇ ଦିଅ।

ବିଚାରକର୍ତାମାନଙ୍କ ବିବରଣ 11:22

ତେଣୁ ଇଶ୍ରାୟେଲ ଅର୍ନୋନ ନଦୀଠାରକ୍ସ୍ଟ ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ଓ ମରକ୍ସ୍ଟଭୂମିଠାରକ୍ସ୍ଟ ୟର୍ଦ୍ଦନ ପର୍ୟ୍ଯନ୍ତ ଇ ମାରେିଯମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ।

ନିହିମିୟା 9:22

ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।

ଗୀତସଂହିତା 135:11

ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ।

ଗୀତସଂହିତା 136:19

ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Interlinear

Choose Theme