ମାଶାେ ରକ୍ସ୍ଟବନେ ପରିବାରବର୍ଗ ପ୍ରେତ୍ୟକକଙ୍କକ୍ସ୍ଟ ସମାନଙ୍କେର ଗୋତ୍ରନକ୍ସ୍ଟସା ରେ ଅଧିକାର ଦେଲେ।
Cross references
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।
ଆପଣମାନଙ୍କର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲବାସୀଙ୍କକ୍ସ୍ଟ ଶାନ୍ତି ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ରକ୍ଷା କରିଛନ୍ତି। ତେଣୁ ତୁମ୍ଭମାନେେ ବର୍ତ୍ତମାନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିପାରିବ। ସଦାପ୍ରଭୁଙ୍କର ସବେକ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ପାଶର୍ବ ରେ ତୁମ୍ଭମାନଙ୍କୁ ଭୂମି ଦଇେଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ସଠାେକକ୍ସ୍ଟ ତୁମ୍ଭମାନଙ୍କର ସ୍ବଗୃହକକ୍ସ୍ଟ ୟାଇପାର।
କିନ୍ତୁ ସୀହାନେ ନିଜର ସୀମାଦଇେ ଇଶ୍ରାୟେଲକକ୍ସ୍ଟ ୟିବାକକ୍ସ୍ଟ ଦଲୋ ନାହିଁ। ସୀହାନ୍େ ନିଜର ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ୟହସ ରେ ଛାଉଣୀ ସ୍ଥାପନ କଲେ। ତା'ପରେ ସମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ।
ଯଥା : ଦାନ, ଆଶରେ, ନପ୍ତାଲି,