Home Bibles ଯୋହନଲିଖିତ ସୁସମାଚାର 4:9 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:9 · ଓଡ଼ିଆ ବାଇବେଲ

ସହେି ଶମିରୋଣୀଯା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, ମୁଁ ଆଶ୍ଚର୍ୟ୍ଯ ହେଉଛି ଯେ ଆପଣ ମାେତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀଯା ସ୍ତ୍ରୀ। ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।

Cross references

ଦିତୀୟ ରାଜାବଳୀ 17:24

ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅଦ୍ଦା, ହମାତ୍ ଓ ସଫର୍ବଯିମଠାରୁ ଲୋକ ଆଣି ଇଶ୍ରାୟେଲୀୟମାନଙ୍କ ବଦଳ ରେ ଶମରିଯାର ବିଭିନ୍ନ ନଗର ରେ ସ୍ଥାପନ କଲେ। ତହୁଁ ସମାନେେ ଶମରିଯା ଅଧିକାର କରି ସଠାେରେ ନାନା ନଗର ରେ ବାସ କଲେ।

ଏଜ୍ରା 4:1

ବହୁତ ଲୋକ ସହେି ଅଞ୍ଚଳ ରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି ରୋଧ କରୁଥିଲେ। ସମାନେେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସହେି ଶତୃମାନେ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସମାନଙ୍କେୁ କହିଲେ, ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭମାନେେ ତୁମ୍ଭ ପରି ଅଟୁ।

ନିହିମିୟା 4:1

ସନ୍ବଲ୍ଲଟ ଯେତବେେଳେ ଶୁଣିଲା ଯେ ପ୍ରାଚୀର ଗଢା ହାଇଚେି, ସେ ଅତିଶଯ କୋପିତ ହାଇେ ୟିହୁଦୀଯଙ୍କୁ ପରିହାସ କଲା।

ମାଥିଉଲିଖିତ ସୁସମାଚାର 10:5

ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

ଲୂକଲିଖିତ ସୁସମାଚାର 9:52

ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

ଲୂକଲିଖିତ ସୁସମାଚାର 10:33

ତା'ପରେ ଶମିରୋଣୀୟ ଦେଶର ଜଣେ ଲୋକ ସହେି ବାଟେ ଆସିଲେ। ଆହତ ଲୋକଟି ଯେଉଁଠା ରେ ପଡିଥିଲା, ସେ ସହେି ସ୍ଥାନକୁ ଆସିଲେ। ସେ ସହେି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ।

ଲୂକଲିଖିତ ସୁସମାଚାର 17:16

ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,

ଯୋହନଲିଖିତ ସୁସମାଚାର 4:27

ସହେି ସମୟରେ ଯୀଶୁଙ୍କର ଶିଷ୍ଯମାନେ ନଗରରୁ ଫରେିଲେ। ସମାନେେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହବୋ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। କିନ୍ତୁ କହେି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ? କିମ୍ବା ତୁମ୍ଭେ କାହିଁକି ତା ସହିତ କଥାବାର୍ତ୍ତା ହେଉଛ?

ଯୋହନଲିଖିତ ସୁସମାଚାର 8:48

ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?

ରେରିତମାନଙ୍କ କାର୍ଯ୍ୟର ବିବରଣ 1:8

କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭମାନେେ ଶକ୍ତି ପାଇ ତୁମ୍ଭମାନେେ ମାରେ ସାକ୍ଷୀ ହବେ। ପ୍ରଥମେ ୟିରୂଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭମାନେେ ସମଗ୍ର ୟିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳ ରେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:28

ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।

Interlinear

Choose Theme