Home Bibles ଦିତୀୟ ରାଜାବଳୀ 17:24 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 17:24 · ଓଡ଼ିଆ ବାଇବେଲ

ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅଦ୍ଦା, ହମାତ୍ ଓ ସଫର୍ବଯିମଠାରୁ ଲୋକ ଆଣି ଇଶ୍ରାୟେଲୀୟମାନଙ୍କ ବଦଳ ରେ ଶମରିଯାର ବିଭିନ୍ନ ନଗର ରେ ସ୍ଥାପନ କଲେ। ତହୁଁ ସମାନେେ ଶମରିଯା ଅଧିକାର କରି ସଠାେରେ ନାନା ନଗର ରେ ବାସ କଲେ।

Cross references

ପ୍ରଥମ ରାଜାବଳୀ 8:65

ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।

ଦିତୀୟ ରାଜାବଳୀ 17:6

ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

ଦିତୀୟ ରାଜାବଳୀ 17:30

ପୁଣି ବାବିଲୀଯ ଲୋକମାନେ ସୁକ୍ଳୋତ୍-ବନୋତ୍ ମିଥ୍ଯା ଦବେତା ତିଆରି କଲେ। ହମାତୀଯ ଲୋକମାନେ ଅଶୀମା ମିଥ୍ଯା ଦବେତା ତିଆରି କଲେ ଓ କୂଥୀଯ ଲୋକମାନେ ମଧ୍ଯ ର୍ନଗେଲ ମିଥ୍ଯା ଦବେତା ମାନ ତିଆରି କଲେ।

ଦିତୀୟ ରାଜାବଳୀ 17:31

ଅଦ୍ଦୀଯ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ଯା ଦବେତାମାନଙ୍କୁ ତିଆରି କଲେ ଓ ସଂପର୍କୀଯ ଲୋକମାନେ ସଫର୍ବଯିମର ଅଦ୍ରମ୍ମଲେକ୍ ଓ ଅନମ୍ମଲେକ୍ ଦବେତାମାନଙ୍କ ଉଦ୍ଦେଶ୍ଯ ରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।

ଦିତୀୟ ରାଜାବଳୀ 18:31

ହିଜକିଯ କଥା ଶୁଣ ନାହିଁ।

ଦିତୀୟ ରାଜାବଳୀ 18:34

ହମାତର ଓ ଅର୍ପଦର ଦବେତାମାନେ କାହାନ୍ତି? ସଫର୍ବିଯିମର ହନୋର ଓ ଅଦ୍ଦାର ଦବେତାମାନେ କାହାନ୍ତି? ସମାନେେ କ'ଣ ମାେ ହସ୍ତରୁ ଶମରିଯାକୁ ଉଦ୍ଧାର କରିଛନ୍ତି? ନା!

ଦିତୀୟ ରାଜାବଳୀ 19:13

ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବିଯମ, ହନୋ ଓ ଅଦ୍ଦାର ରାଜଗଣ? ସମାନେେ ସମସ୍ତେ ବିନାଶ ପ୍ରାପ୍ତ ହାଇେଅଛନ୍ତି।

ଦିତୀୟ ବଂଶାବଳୀ 33:11

ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

ଏଜ୍ରା 4:2

ଆମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ ସହେି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭମାନେେ ତାଙ୍କୁ ବଳିଦାନ କରୁଅଛୁ।

ଯିଶାଇୟ 10:9

କଲ୍ନୋ ନଗର ତକମିଶର ତୁଲ୍ଯ ଅଟେ। ପୁଣି ଅର୍ପିଦ ନଗର ହମାତ୍ ତୁଲ୍ଯ ଅଟେ। ଶମରିଯା ନଗର ଦମ୍ମେଶକ ପରି ଅଟେ।

ଯିଶାଇୟ 11:11

ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।

ଯିଶାଇୟ 36:19

ହମାତ ଓ ଅର୍ପଦର ଦବେତାମାନେ କାହାନ୍ତି ? ସଫର୍ବଯିମର ଦବେତାମାନେ କାହାନ୍ତି ? ସମାନେେ କ'ଣ ମାଠାରୁେ ଶମରିଯାକୁ ଉଦ୍ଧାର କରିଛନ୍ତି ?

ଯିଶାଇୟ 37:13

ହମାତ, ଅର୍ପଦ, ସଫର୍ବଯିମ ନଗର, ହନୋ ଓ ଅବ୍ବା ରାଜା କାହାଁନ୍ତି ? ସମାନେେ ସମସ୍ତେ ବିନାଶ ହାଇେଛନ୍ତି।

ମାଥିଉଲିଖିତ ସୁସମାଚାର 10:5

ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

Interlinear

Choose Theme