Home Bibles ଲୂକଲିଖିତ ସୁସମାଚାର 10:33 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:33 · ଓଡ଼ିଆ ବାଇବେଲ

ତା'ପରେ ଶମିରୋଣୀୟ ଦେଶର ଜଣେ ଲୋକ ସହେି ବାଟେ ଆସିଲେ। ଆହତ ଲୋକଟି ଯେଉଁଠା ରେ ପଡିଥିଲା, ସେ ସହେି ସ୍ଥାନକୁ ଆସିଲେ। ସେ ସହେି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ।

Cross references

ଯାତ୍ରା ପୁସ୍ତକ 2:6

ରାଜାଙ୍କର କନ୍ଯା ଯେତବେେଳେ ସହେି ଟୋକଇଟେିକୁ ଖାଲିେ ସହେି ଶିଶୁ ପୁତ୍ରକୁ ଦେଖିଲେ। ସହେି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା ପାଇଁ ବହୁତ ଦୁଃଖ କଲେ। ସେ କହିଲେ, ଏହି ପିଲାଟି ଏବ୍ରୀଯ ମଧ୍ଯରୁ ଜଣଙ୍କର ଅଟେ।

ପ୍ରଥମ ରାଜାବଳୀ 8:50

ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ସହେି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହାଇେଥିବା ସହେି ଲୋକମାନଙ୍କୁ କ୍ଷମା କର। ସମାନଙ୍କେର ଶତୃମାନଙ୍କୁ ସମାନଙ୍କେ ପ୍ରତି ଦୟାଳୁ ହବୋକୁ ଦିଅ।

ହିତୋପଦେଶ 27:10

ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।

ଯିରିମିୟ 38:7

କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।

ଯିରିମିୟ 39:16

ହେ ଯିରିମିୟ, ତୁମ୍ଭେ ୟାଇ କୁଶୀଯ ଏବଦମଲକେକୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ଯସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତ ରେ ସଫଳ ହବୋର ଦେଖିବ।

ମାଥିଉଲିଖିତ ସୁସମାଚାର 10:5

ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

ମାଥିଉଲିଖିତ ସୁସମାଚାର 18:33

ମୁଁ ତୋତେ ଯେଉଁଭଳି ଦୟା ଦଖାଇେଥିଲି, ତୁ କ'ଣ ତୋର ସଙ୍ଗୀ ଚ଼ାକରକୁ ସହେିଭଳି ଦୟା ଦଖାଇେ ନଥାନ୍ତୁ?'

ଲୂକଲିଖିତ ସୁସମାଚାର 7:13

ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

ଲୂକଲିଖିତ ସୁସମାଚାର 9:52

ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

ଲୂକଲିଖିତ ସୁସମାଚାର 17:16

ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,

ଯୋହନଲିଖିତ ସୁସମାଚାର 4:9

ସହେି ଶମିରୋଣୀଯା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, ମୁଁ ଆଶ୍ଚର୍ୟ୍ଯ ହେଉଛି ଯେ ଆପଣ ମାେତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀଯା ସ୍ତ୍ରୀ। ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।

ଯୋହନଲିଖିତ ସୁସମାଚାର 8:48

ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?

Interlinear

Choose Theme