Home Bibles ଯୋହନଲିଖିତ ସୁସମାଚାର 4:27 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:27 · ଓଡ଼ିଆ ବାଇବେଲ

ସହେି ସମୟରେ ଯୀଶୁଙ୍କର ଶିଷ୍ଯମାନେ ନଗରରୁ ଫରେିଲେ। ସମାନେେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହବୋ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। କିନ୍ତୁ କହେି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ? କିମ୍ବା ତୁମ୍ଭେ କାହିଁକି ତା ସହିତ କଥାବାର୍ତ୍ତା ହେଉଛ?

Cross references

ଲୂକଲିଖିତ ସୁସମାଚାର 7:39

ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

ଯୋହନଲିଖିତ ସୁସମାଚାର 4:8

ସେ ସମୟରେ ତାହାଙ୍କ ଶିଷ୍ଯମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।

Interlinear

Choose Theme