Home Bibles ଯୋହନଲିଖିତ ସୁସମାଚାର 4:8 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:8 · ଓଡ଼ିଆ ବାଇବେଲ

ସେ ସମୟରେ ତାହାଙ୍କ ଶିଷ୍ଯମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।

Cross references

ଲୂକଲିଖିତ ସୁସମାଚାର 9:13

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

ଯୋହନଲିଖିତ ସୁସମାଚାର 4:5

ଯୀଶୁ ଶମିରୋଣର ସୁଖାର ରେ ଆସି ପହନ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ୟୋ ସଫଙ୍କେୁ ଦଇେଥିବା ଜମି ପାଖ ରେ ଥିଲା।

ଯୋହନଲିଖିତ ସୁସମାଚାର 4:39

ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନକେ ଯୀଶୁଙ୍କୁ ବିଶ୍ବାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟ ରେ ଯାହା କହିଥିଲା ସେଥିପାଇଁ ସମାନେେ ବିଶ୍ବାସ କଲେ। ସେ ସମାନଙ୍କେୁ କହିଲା, ଯୀଶୁ ମାେତେ ମୁଁ କରିଥିବା ପ୍ରେତ୍ୟକକ ଘଟଣାମାନ କହିଲେ।

ଯୋହନଲିଖିତ ସୁସମାଚାର 6:5

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?

Interlinear

Choose Theme