Home Bibles ଆୟୁବ ପୁସ୍ତକ 37:6 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 37:6 · ଓଡ଼ିଆ ବାଇବେଲ

ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'

Cross references

ଆଦି ପୁସ୍ତକ 7:10

ସାତଦିନ ପରେ ବନ୍ଯାର ପାଣି ପୃଥିବୀ ଉପର ରେ ଆରମ୍ଭ ହେଲା।

ଏଜ୍ରା 10:9

ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।

ଏଜ୍ରା 10:13

କିନ୍ତୁ ଏଠା ରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭମାନେେ ବାହା ରେ ଠିଆ ହବୋ ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ୟ୍ଯ ନୁହେଁ, ଯେ ହତେୁ ଏହି ବିଷଯ ରେ ଆମ୍ଭମାନେେ ମହା ଅପରାଧ କରିଅଛୁ।

ଆୟୁବ ପୁସ୍ତକ 5:10

ପରମେଶ୍ବର ପୃଥିବୀ ରେ ବର୍ଷ କରାନ୍ତି ଓ ଶସ୍ଯ କ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।

ଆୟୁବ ପୁସ୍ତକ 36:27

ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।

ଆୟୁବ ପୁସ୍ତକ 38:22

ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।

ଗୀତସଂହିତା 147:16

ପରମେଶ୍ବର ପୃଥିବୀ ଧଳା ପଶମ ତୁଲ୍ଯ ହବୋୟାଏଁ ହିମପାତ କରନ୍ତି। ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।

ଗୀତସଂହିତା 148:8

ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।

ହିତୋପଦେଶ 28:3

ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।

ଯିହିଜିକଲ 13:11

ଏବଂ ସହେି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲପନେ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାଯୁ ସହେି ପ୍ରାଚୀରକୁ ଧ୍ବଂସ କରିଦବୋ ପାଇଁ ପଠାଇବି।

ଯିହିଜିକଲ 13:13

ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ପ୍ରଚଣ୍ଡ କୋପ ରେ ବାଯୁ ପ୍ରବାହିତ କରାଇବି। ସଠାେ ରେ ପ୍ରବଳ ବୃଷ୍ଟି ହବେ ଓ ବୃହତ୍ ଶିଳାବୃଷ୍ଟି ହାଇେ ତାହା ବିନଷ୍ଟ ହବେ।

ଆମୋଷ 9:6

ସଦାପ୍ରଭୁ ଆକାଶର ଉର୍ଦ୍ଧ ରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। ସେ ପୃଥିବୀ ଉପ ରେ ଗୋଦାମ ଘର ନିର୍ମାଣ କରିଛନ୍ତି। ସେ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପ ରେ ଢାଳନ୍ତି। ତାଙ୍କର ନାମ ୟିହୋବାଃ

ମାଥିଉଲିଖିତ ସୁସମାଚାର 7:25

ବର୍ଷା ହେଲା, ବଢି ମାଡି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତାର ମୂଳଦୁଆ ପଥର ଉପରେ ରହିଥଲା।

Interlinear

Choose Theme