Home Bibles ☰ Books ଏଜ୍ରା 10:13 · ଓଡ଼ିଆ ବାଇବେଲ
ଏଜ୍ରା 10:13 · ଓଡ଼ିଆ ବାଇବେଲ

କିନ୍ତୁ ଏଠା ରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭମାନେେ ବାହା ରେ ଠିଆ ହବୋ ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ୟ୍ଯ ନୁହେଁ, ଯେ ହତେୁ ଏହି ବିଷଯ ରେ ଆମ୍ଭମାନେେ ମହା ଅପରାଧ କରିଅଛୁ।

Cross references

ଏଜ୍ରା 10:18

ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:

ମାଥିଉଲିଖିତ ସୁସମାଚାର 7:13

ସ୍ବର୍ଗ ପଥରେ କଢାଇ ନେଉଥିବା ଅଣଓସାରିଆ ଫାଟକ ଦଇେ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପଶସ୍ତ ରାସ୍ତା ନର୍କ ଆଡକୁ ଯାଏ। ବହୁତ ଲୋକ ସହେି ରାସ୍ତା ରେ ଯାଆନ୍ତି।

Interlinear

Choose Theme