ପରମେଶ୍ବରଙ୍କ ଘଡ଼ଘଡ଼ି କଣ୍ଠସ୍ବର ଅଦ୍ଭୁତ ଧରଣର ସେ ଅନକେ ମହାନ କାର୍ୟ୍ଯ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
Cross references
ସଦାପ୍ରଭୁ ଆକାଶ ମଧ୍ଯରକ୍ସ୍ଟ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶଦ୍ଦ ରେ ଚତକ୍ସ୍ଟର୍ଦ୍ଦିଗ ପ୍ରକଐିତ କଲେ।
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।
ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?
ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
ସଦାପ୍ରଭୁ ଆପଣା ବାଣ ପ୍ରଯୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସମାନେଙ୍ଖୁ ଉଚ୍ଛନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ'ଣ ସବୁ ଘଟୁଛି।
ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
ତୁମ୍ଭମାନେେ କ'ଣ ଜାଣି ନାହଁ। ତୁମ୍ଭମାନେେ କ'ଣ ଶୁଣି ନାହଁ ? ଆଦ୍ଯକାଳରୁ ତୁମ୍ଭମାନଙ୍କୁ କ'ଣ ଜଣାଇ ଦିଆୟାଇ ନାହିଁ। ଏ ଜଗତ ରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚଯ ଜାଣିଛ।
ତୁମ୍ଭେ କ'ଣ ଜାଣି ନାହଁ ? ତୁମ୍ଭେ କ'ଣ ଶୁଣି ନାହଁ ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ବର। ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ଯ।
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :