ପରମେଶ୍ବର ପୃଥିବୀ ରେ ବର୍ଷ କରାନ୍ତି ଓ ଶସ୍ଯ କ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
Cross references
ପରମେଶ୍ବର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠଇବେେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ଯା ୟିବ।
ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।
ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।
ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'
କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ।
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
ତୁମ୍ଭେ ପ୍ରେତ୍ୟକକ ନୂତନ ବର୍ଷରେ ଉତ୍ତମ ଶସ୍ଯ ଅମଳ କରାଅ। ଉତ୍ତମ ଶସ୍ଯରେ ଶଗଡ଼ ଭରିଦିଅ।
ପରମେଶ୍ବର ଆକାଶକୁ ମାଟୋ ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'
ପରମେଶ୍ବର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀ ଶଷେପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାଯୁ ପ୍ରବାହିତ କରନ୍ତି।
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।
ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।