Cross references
ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।
ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।
ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।
ସହେି ଦୁଷ୍ଟମାନେ ଧ୍ବଂସ ପାଇ ସାରିଛନ୍ତି। ସମାନଙ୍କେର ମୃତ୍ଯୁ ସମୟ ଆସିବା ପୂର୍ବରୁ। ସମାନେେ ବନ୍ଯା ରେ ଭାସି ୟାଇଛନ୍ତି।
ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।
ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।