Home Bibles ଆୟୁବ ପୁସ୍ତକ 13:2 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 13:2 · ଓଡ଼ିଆ ବାଇବେଲ

ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।

Cross references

ଆୟୁବ ପୁସ୍ତକ 12:3

କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।

ଆୟୁବ ପୁସ୍ତକ 15:8

ତୁମ୍ଭେ ପରମେଶ୍ବରଙ୍କ ଗୋପନ ଯୋଜନା ବିଷଯ ରେ କିଛି ଜାଣ କି ? ତୁମ୍ଭେ କ'ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ ?

ଆୟୁବ ପୁସ୍ତକ 15:9

ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।

ଆୟୁବ ପୁସ୍ତକ 34:35

'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'

ଆୟୁବ ପୁସ୍ତକ 35:16

ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।

ଆୟୁବ ପୁସ୍ତକ 37:2

ସମସ୍ତେ ଶୁଣ ! ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ଭଳି ଶୁଣାୟାଏ। ସହେି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ବରଙ୍କ ପାଟିରୁ ବାହା ରେ।

ଆୟୁବ ପୁସ୍ତକ 40:4

ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ଆୟୁବ ପୁସ୍ତକ 42:7

ସଦାପ୍ରଭୁ ଆୟୁବ ସହିତ କଥା ଶଷେ କଲା ପରେ ସେ ତୈମନୀଯ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲୀଫସକୁ କହିଲେ, ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କୋରଧିତ। କାହିଁକି ? କାରଣ ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:1

ଏବେ ମୁଁ ମୂର୍ତ୍ତିଗୁଡ଼ିକଠା ରେ ଉତ୍ସର୍ଗୀକୃତ ମାଂସ ବିଷୟ ରେ କହିବି। ଆମ୍ଭେ ଜାଣୁ ଆମ୍ଭ ସମସ୍ତଙ୍କ ପାଖ ରେ ଜ୍ଞାନ ଅଛି। କିନ୍ତୁ ଜ୍ଞାନ ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:4

କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଚାର କରିଛୁ, ତାହାଠାରୁ ଭିନ୍ନ କଥା କହେି ଯୀଶୁଙ୍କର ବିଷୟ ରେ ପ୍ରଚାର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ର ଆତ୍ମା ବା ସୁସମାଚାର ବିଷୟ ରେ ତୁମ୍ଭମାନେେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଚାର ବିଷୟ ରେ ଯେତବେେଳେ ସମାନେେ କୁହନ୍ତି, ସେତବେେଳେ ତୁମ୍ଭମାନେେ ର୍ଧୈୟ୍ଯ ପୂର୍ବକ ସମାନଙ୍କେ ଠାରୁ ଶୁଣୁଛ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:16

ମୁଁ ପୁନର୍ବାର କହୁଛି, କହେି ମାେତେ ମୂର୍ଖ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯଦି ତୁମ୍ଭମାନେେ ମାେତେ ମୂର୍ଖ ବୋଲି ଭାବ, ତା ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମାେତେ ଗ୍ରହଣ କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:11

ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।

Interlinear

Choose Theme