ଆୟୁବ ପୁସ୍ତକ 15:9 · ଓଡ଼ିଆ ବାଇବେଲ
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
Cross references
ଆୟୁବ ପୁସ୍ତକ 12:3
କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।
ଆୟୁବ ପୁସ୍ତକ 13:2
ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।
ଆୟୁବ ପୁସ୍ତକ 26:3
ତୁମ୍ଭେ ମାେ ଭଳି ଅଜ୍ଞାନୀକୁ ପରାମର୍ଶ ଦଇେଛ ତୁମ୍ଭେ ଏହାଦ୍ବାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:7
ତୁମ୍ଭମାନଙ୍କ ଆଗ ରେ ଥିବା ତଥ୍ଯ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ଯ ଜାଣି ରଖିବା ଉଚିତ ଯେ ଆମ୍ଭେ ମଧ୍ଯ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:5
ମୁଁ ଭାବୁ ନାହିଁ ଯେ, ସହେି ମହାନ ପ୍ ରରେିତମାନେ ମାେ ଠାରୁ କୌଣସି ଗୁଣ ରେ ଅଧିକ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:21
ଏହା କହିବା ମାେ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭମାନେେ ଅତି ଦୁର୍ବଳ ହାଇଯୋଇଛୁ।