Home Bibles ଆୟୁବ ପୁସ୍ତକ 35:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 35:16 · ଓଡ଼ିଆ ବାଇବେଲ

ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।

Cross references

ଆୟୁବ ପୁସ୍ତକ 3:1

ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।

ଆୟୁବ ପୁସ୍ତକ 33:2

ମୁଁ କହିବା ପାଇଁ ପ୍ରସ୍ତୁତ।

ଆୟୁବ ପୁସ୍ତକ 33:8

କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।

ଆୟୁବ ପୁସ୍ତକ 34:35

'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'

ଆୟୁବ ପୁସ୍ତକ 38:2

କିଏ ଏହି ଅଜ୍ଞାନୀ ବ୍ଯକ୍ତି ୟିଏ କି ଏଭଳି ନିର୍ବୋଧ କଥା କହୁଛି ?

ଯିହିଜିକଲ 35:13

ତୁମ୍ଭମାନେେ ଗର୍ବିତ ହାଇେ ମାେ ବିରୁଦ୍ଧ ରେ କହିଅଛ। ତୁମ୍ଭମାନେେ ତାହା ବାରମ୍ବାର କହିଛ, ଆଚ୍ଛା ! ମୁଁ ତାହା ଶୁଣିଅଛି।

Interlinear

Choose Theme