Home Bibles ଆୟୁବ ପୁସ୍ତକ 12:3 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 12:3 · ଓଡ଼ିଆ ବାଇବେଲ

କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।

Cross references

ଆୟୁବ ପୁସ୍ତକ 6:6

ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।

ଆୟୁବ ପୁସ୍ତକ 13:2

ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।

ଆୟୁବ ପୁସ୍ତକ 26:2

କମେିତି ତୁମ୍ଭେ ଜଣକୁ ସାହାୟ୍ଯ କରିଛ, ଯାହାର ଶକ୍ତି ନାହିଁ ? ତୁମ୍ଭେ କମେିତି ଜଣକୁ ସାହାୟ୍ଯ କଲ ଯାହାର ବାହୁ ରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ଯ ନାହିଁ।

ହିତୋପଦେଶ 26:4

ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:5

ମୁଁ ଭାବୁ ନାହିଁ ଯେ, ସହେି ମହାନ ପ୍ ରରେିତମାନେ ମାେ ଠାରୁ କୌଣସି ଗୁଣ ରେ ଅଧିକ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:21

ଏହା କହିବା ମାେ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭମାନେେ ଅତି ଦୁର୍ବଳ ହାଇଯୋଇଛୁ।

Interlinear

Choose Theme