Home Bibles ଆୟୁବ ପୁସ୍ତକ 34:35 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 34:35 · ଓଡ଼ିଆ ବାଇବେଲ

'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'

Cross references

ଆୟୁବ ପୁସ୍ତକ 13:2

ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।

ଆୟୁବ ପୁସ୍ତକ 15:2

ଆୟୁବ, ଯଦି ତୁମ୍ଭେ ପ୍ରକୃତ ରେ ଜ୍ଞାନୀ, ତବେେ ତୁମ୍ଭେ ବ୍ଯକ୍ତିଗତ ମୂଲ୍ଯହୀନ ମତ ରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନ ରେ ଭର୍ତ୍ତି ହାଇେ ରହିବ ନାହିଁ।

ଆୟୁବ ପୁସ୍ତକ 35:16

ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।

ଆୟୁବ ପୁସ୍ତକ 38:2

କିଏ ଏହି ଅଜ୍ଞାନୀ ବ୍ଯକ୍ତି ୟିଏ କି ଏଭଳି ନିର୍ବୋଧ କଥା କହୁଛି ?

ଆୟୁବ ପୁସ୍ତକ 42:3

ହେ ସଦାପ୍ରଭୁ, ତୁମ୍ଭେ ମାେତେ ପଚାରିଲ, 'କିଏ ଏହି ଜ୍ଞାନହୀନ ମଣିଷ, ୟିଏ ନିର୍ବୋଧ ଭଳି କଥା କହୁଛି।' ହେ ସଦାପ୍ରଭୁ, ମୁଁ ସହେି ବିଷଯ ରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସହେିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ୟ୍ଯଜନକ ଯେ ତାହା ମାେ ବୁଝିବା ଶକ୍ତିର ବାହା ରେ।

Interlinear

Choose Theme