ସଦାପ୍ରଭୁ କହନ୍ତି, ଏହିସବୁ କରିବା ଦ୍ବାରା ସମାନେେ କ'ଣ ମାେତେ ବିରକ୍ତ କରନ୍ତି ? ସମାନେେ ନିଜେ ଲଜ୍ଜିତ ହାଇେ ନାହାନ୍ତି କି ?
Cross references
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।
ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।
ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ବରଙ୍କୁ ଆଘାତ କରେ ନାହିଁ। ଯଦି ତୁମ୍ଭେ ଅନକେ ପାପର ଅଧିକାରୀ ହୁଅ, ତବେେ ସେଥି ରେ ପରମେଶ୍ବରଙ୍କର କିଛି ହୁଏ ନାହିଁ।
ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ନ ଦିଅ ଏବଂ ମାରେ ବିରୁଦ୍ଧାଚରଣ କର, ତବେେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ବଂସ କରିବେ।'
ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲ ବଳଦାତା କୁହନ୍ତି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି।
ସମାନେେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହବେେ। ପ୍ରତିମା ନିର୍ମାଣକାରୀ ସମସ୍ତେ ଏକା ସଙ୍ଗେ ଅପମାନିତ ହବେେ।
ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ବର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନବୋ ବେଳେ ତୁମ୍ଭେ ତାହାଙ୍କୁ ପରିତ୍ଯାଗ କରିଅଛ।
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।
ଆମ୍ଭମାନେେ ନିଜ ଲଜ୍ଜ୍ଯା ରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭମାନେେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ଯକାଳରୁ ଅଦ୍ଯାବଧି ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବାକ୍ଯକୁ ଅବମାନନା କରିଅଛୁ।
କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି। 'ଆମ୍ଭମାନେେ ପ୍ରକୃତ ରେ ବିନଷ୍ଟ ହାଇେଅଛୁ। ଆମ୍ଭମାନେେ ବିଶଷେ ଭାବରେ ଲଜ୍ଜିତ, କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହାଇେଅଛି ଓ ଆମ୍ଭମାନେେ ଦେଶ ପରିତ୍ଯାଗ କରିଅଛୁ।'
କିନ୍ତୁ ସଦାପ୍ରଭୁ ମାେ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମାେତେ ଆଶ୍ରଯ ଦଇେଅଛନ୍ତି। ତେଣୁ ମାରେ ତାଡ଼ନାକାରୀମାନେ ବିଫଳ ହବେ ଓ ମାେତେ ପରାସ୍ତ କରିପାରିବେ ନାହିଁ। ସମାନେେ ଘାରେ ଅପମାନିତ ହବେ କାରଣ ସମାନେେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶଷେ କରିପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ଯସ୍ଥାଯୀ ହବେ ଓ ଲୋକେ ତାହା ଭୁଲିବେ ନାହିଁ।
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ଯାଯ ରେ ଆମ୍ଭମାନେେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧ ରେ ସତ୍ଯ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ୟିରୁଶାଲମ ନିବାସୀ, ତୁମ୍ଭ ଦ୍ବାରା ବିତାଡିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇଶ୍ରାୟେଲ ଲୋକ ଲଜ୍ଜାର ପାତ୍ର।
ହେ ସଦାପ୍ରଭୁ, ଆମ୍ଭମାନେେ ଲଜ୍ଜିତ ହବୋ ଉଚିତ, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହବୋ ଉଚିତ। କାରଣ ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !