Home Bibles ଯିରିମିୟ 9:19 · ଓଡ଼ିଆ ବାଇବେଲ
ଯିରିମିୟ 9:19 · ଓଡ଼ିଆ ବାଇବେଲ

କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି। 'ଆମ୍ଭମାନେେ ପ୍ରକୃତ ରେ ବିନଷ୍ଟ ହାଇେଅଛୁ। ଆମ୍ଭମାନେେ ବିଶଷେ ଭାବରେ ଲଜ୍ଜିତ, କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହାଇେଅଛି ଓ ଆମ୍ଭମାନେେ ଦେଶ ପରିତ୍ଯାଗ କରିଅଛୁ।'

Cross references

ଲେବୀୟ ପୁସ୍ତକ 18:25

ସମାନେେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସହେି ଦେଶ ତାହାର ନାବାସୀମାନଙ୍କୁ ଉଦ୍ଗାର କରୁଅଛି।

ଲେବୀୟ ପୁସ୍ତକ 18:28

ତୁମ୍ଭମାନେେ ଯଦି ସହେି ଘୃଣା ଯୋଗ୍ଯ କର୍ମ କର, ତବେେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସହେିପରି ସେ ତୁମ୍ଭମାନଙ୍କୁ ଉଦ୍ଗାର କରିବ।

ଲେବୀୟ ପୁସ୍ତକ 20:22

ଏଣୁ ତୁମ୍ଭମାନେେ ଆମ୍ଭର ସମସ୍ତ ବ୍ଯବସ୍ଥା ଓ ବିଧି ମାନ୍ଯ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶ ରେ ବାସ କରିବାକୁ ତୁମ୍ଭମାନଙ୍କୁ ନଇେ ଯାଉଅଛୁ, ସହେି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।

ଦିତୀୟ ବିବରଣ 28:29

ତୁମ୍ଭମାନେେ ଦିନ ବେଳେ ମଧ୍ଯ ଅନ୍ଧଙ୍କ ପରି ଦରାଣ୍ତି ହବେ। ତୁମ୍ଭମାନେେ ଆପଣା କାର୍ୟ୍ଯ ରେ ସର୍ବଦା କୃତକାର୍ୟ୍ଯ ହବେନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ଥ ଓ ଲକ୍ସ୍ଟସ୍ଖିତ ହବେ। କହେି ତୁମ୍ଭକୁ ଉଦ୍ଧାର କରିବାକୁ ନଥିବେ।

ଯିଶାଇୟ 32:9

ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭମାନେେ ମାେ କଥା ଶୁଣ। ହେ ବିଶ୍ବସ୍ତା ନାରୀଗଣ, ମାେ ବାକ୍ଯ ରେ କର୍ଣ୍ଣପାତ କର।

ଯିରିମିୟ 2:14

ଇଶ୍ରାୟେଲୀୟମାନେ କ'ଣ କ୍ରୀତଦାସ ? ସମାନେେ କ'ଣ ଆଜନ୍ମ କିଙ୍କର ? ତବେେ ସମାନେେ କାହିଁକି ଲୁଣ୍ଠିତ ଦ୍ରବ୍ଯ ସ୍ବରୂପ ହାଇେଅଛନ୍ତି ?

ଯିରିମିୟ 4:13

ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାଯୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଇଗଲ ପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହବେେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହବେ ଓ ଆମ୍ଭମାନେେ ବିନଷ୍ଟ ହବୋ।

ଯିରିମିୟ 4:20

ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।

ଯିରିମିୟ 4:30

ଆଉ ତୁମ୍ଭେ ଯେତବେେଳେ ବିନଷ୍ଟ ହବେ ସେତବେେଳେ ତୁମ୍ଭେ କ'ଣ କରିବ ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାର ରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥା ରେ ନିଜର ଚକ୍ଷୁ ରେ ଅଞ୍ଜନ ଦଇେ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ଯ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।

ଯିରିମିୟଙ୍କ ବିଳାପ 4:15

ଲୋକେ ସମାନଙ୍କେୁ ଡ଼ାକି କହିଲେ, ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ। ସମାନେେ ଏଣେ ତଣେେ ବାସହୀନ ହାଇେ ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀଯମାନେ କହିଲେ, ସମାନେେ ଆମ୍ଭମାନଙ୍କ ସହିତ ଆଉ ଏଠା ରେ ପ୍ରବାସ କରିବେ ନାହିଁ।

ଯିରିମିୟଙ୍କ ବିଳାପ 5:2

ଆମ୍ଭମାନଙ୍କର ଦେଶ ବିଦେଶୀଯମାନଙ୍କର ହସ୍ତଗତ ହାଇେଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀଯମାନେ ଅଧିକାର କରିଛନ୍ତି।

ଯିହିଜିକଲ 7:16

କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

ଯିହିଜିକଲ 27:2

ହେ ମନୁଷ୍ଯ ପୁତ୍ର, ସୋର ପାଇଁ ବିଳାପ କର।

ମୀଖା 1:8

ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।

ମୀଖା 2:4

ତା'ପ ରେ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହବେ। ସମାନେେ ବିଳାପ କରି କହିବେ, 'ଆମ୍ଭମାନେେ ଧ୍ବଂସ ହାଇଗେଲୁ, ସଦାପ୍ରଭୁ ଆମ୍ଭର ଭୂମି ନଇଗେଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି ଦେଲେ।

ମୀଖା 2:10

ତୁମ୍ଭମାନେେ ଉଠ ଏବଂ ଏସ୍ଥାନକୁ ପରିତ୍ଯାଗ କର। ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ। କାରଣ ତୁମ୍ଭମାନେେ ଏହାର ପ୍ରତିଦ୍ବନ୍ଦୀ ହାଇେଛ। ତୁମ୍ଭେ ମଧ୍ଯ ଏହାକୁ କଳୁଷିତ କରିଛ। ତେଣୁ ଏହି ସ୍ଥାନ ଶାଚେନୀୟ ଭାବରେ ବିଚ୍ଛିନ୍ନ ହବେ।

Interlinear

Choose Theme