Home Bibles ☰ Books ଦାନିଏଲ 9:8 · ଓଡ଼ିଆ ବାଇବେଲ
ଦାନିଏଲ 9:8 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ଆମ୍ଭମାନେେ ଲଜ୍ଜିତ ହବୋ ଉଚିତ, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହବୋ ଉଚିତ। କାରଣ ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

Cross references

ଦିତୀୟ ରାଜାବଳୀ 21:15

କାରଣ ସମାନେେ ଆମ୍ଭ ଦୃଷ୍ଟି ରେ କୁକର୍ମ କରି ଅଛନ୍ତି। ପୁଣି ସମାନେେ ସମାନଙ୍କେର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ୟ୍ଯନ୍ତ ମାେତେ କୋରଧ ଜନ୍ମାଇଛନ୍ତି।

ଦିତୀୟ ବଂଶାବଳୀ 6:37

କିନ୍ତୁ ତାହାପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସମାନେେ କହିବେ, 'ଆମ୍ଭମାନେେ ପାପ କରିଅଛୁ, ଆମ୍ଭମାନେେ ଭୁଲ୍ କରିଅଛୁ ଓ ଆମ୍ଭମାନେେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।'

ନିହିମିୟା 1:6

ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।

ଯିଶାଇୟ 64:4

କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

ଯିରିମିୟ 7:19

ସଦାପ୍ରଭୁ କହନ୍ତି, ଏହିସବୁ କରିବା ଦ୍ବାରା ସମାନେେ କ'ଣ ମାେତେ ବିରକ୍ତ କରନ୍ତି ? ସମାନେେ ନିଜେ ଲଜ୍ଜିତ ହାଇେ ନାହାନ୍ତି କି ?

ଯିରିମିୟ 14:20

ହେ ପରମେଶ୍ବର, ଆମ୍ଭମାନେେ ଆମ୍ଭମାନଙ୍କର ଦୁଷ୍ଟତା ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ବୀକାର କରୁଅଛୁ। ହଁ, ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

ଯିରିମିୟଙ୍କ ବିଳାପ 1:7

ନିଜ ଦୁଃଖ ଓ ଦୁର୍ଗତିର ସମୟରେ , ୟିରୁଶାଲମ ଆପଣା ପୂର୍ବକାଳର ରମଣୀଯ ଦିନସବୁ ସ୍ମରଣ କରୁଅଛି; ଯେତବେେଳେ ତା'ର ଲୋକମାନେ ଶତ୍ରୁମାନଙ୍କ ଦ୍ବାରା କବଳିତ ହେଲେ, କହେି ସମାନଙ୍କେୁ ସାହାୟ୍ଯ କରିବାକୁ ଆସିଲେ ନାହିଁ, ସେତବେେଳେ ତା'ର ଶତ୍ରୁଗଣ ସମାନଙ୍କେର ଧ୍ବଂସାବସ୍ଥା ଦେଖି ସମାନଙ୍କେୁ ଉପହାସ କଲେ।

ଯିରିମିୟଙ୍କ ବିଳାପ 1:18

ବର୍ତ୍ତମାନ ୟିରୁଶାଲମ କ ହେ, ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍ଭମାନେେ ଶୁଣ ଓ ମାରେ ଦୁଃଖ ଦେଖ। ମାରେ ୟୁବକ, ୟୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି।

ଯିରିମିୟଙ୍କ ବିଳାପ 3:42

ଆଉ ଆସ କହିବା, ଆମ୍ଭମାନେେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍ଭେ କ୍ଷମା କରିନାହଁ।

ଯିରିମିୟଙ୍କ ବିଳାପ 5:16

ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।

ଯିହିଜିକଲ 5:6

ଆଉ ୟିରୁଶାଲମର ଲୋକମାନେ ଦୁଷ୍ଟତା କରି ସହେି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ୍ ଶାସନାବଳି ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧ ରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସମାନେେ ଆମ୍ଭର ଶାସନାବଳି ଅଗ୍ରାହ୍ଯ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାଁନ୍ତି।

ଦାନିଏଲ 9:6

ତୁମ୍ଭର ଭବିଷ୍ଯଦ୍ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରିନାହୁଁ। ସମାନେେ ଆମ୍ଭର ରାଜାମାନଙ୍କୁ ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇଶ୍ରାୟେଲକୁ ତୁମ୍ଭର ନାମ ରେ କହିଥିଲେ।

Interlinear

Choose Theme