Home Bibles ☰ Books ଯିରିମିୟ 7:18 · ଓଡ଼ିଆ ବାଇବେଲ
ଯିରିମିୟ 7:18 · ଓଡ଼ିଆ ବାଇବେଲ

ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।

Cross references

ଦିତୀୟ ବିବରଣ 4:19

ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।

ଦିତୀୟ ବିବରଣ 32:16

ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଦିତୀୟ ବିବରଣ 32:21

ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।

ଦିତୀୟ ବିବରଣ 32:37

ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।

ପ୍ରଥମ ରାଜାବଳୀ 14:9

କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।

ପ୍ରଥମ ରାଜାବଳୀ 16:2

ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମାରେ ଲୋକ ଇଶ୍ରାୟେଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ୟାରବିଯାମଙ୍କ ପଥ ଅନୁସରଣ କଲ ଏବଂ ମାରେ ଲୋକ ଇଶ୍ରାୟେଲୀମାନଙ୍କୁ ପାପ କରାଇଲ। ସମାନଙ୍କେ ପାପରେ ଆମ୍ଭେ କ୍ରୋଧିତ ହେଲୁ।

ଆୟୁବ ପୁସ୍ତକ 31:26

ଦୀପ୍ତିମାନ ସୂର୍ୟ୍ଯ କି ସ୍ମରଣୀଯ ଚନ୍ଦ୍ରକୁ ମୁଁ କବେେ ଉପାସନା କରି ନାହିଁ।

ଗୀତସଂହିତା 16:4

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି, ସମାନେେ ଅଧିକ ଦୁଃଖ ପାଆନ୍ତି। ମୁଁ ସମାନଙ୍କେ ସହିତ ଏକମତ ହାଇପୋରିବି ନାହିଁ। ଯେଉଁମାନେ ସହେି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସମାନଙ୍କେର ନାମ ମୁଁ କବେେ ଉଚ୍ଚାରଣ କରିବି ନାହିଁ।

ଯିଶାଇୟ 3:8

ଏପରି ଘଟିବାର କାରଣ ୟିରୁଶାଲମ ବିପଥଗାମୀ ହାଇେ ବିନଷ୍ଟ ହାଇେଛି। ଯିହୁଦା ପରମେଶ୍ବରଙ୍କୁ ଅବଜ୍ଞାକରି ନିପତିତ ହାଇେଛି। ସମାନଙ୍କେର ବାକ୍ଯ ଓ କାର୍ୟ୍ଯ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସମାନେେ ସଦାପ୍ରଭୁଙ୍କ ମହିମା ରେ ଉପହାସ କରୁଛନ୍ତି।

ଯିଶାଇୟ 57:6

ଉପତ୍ୟକାର ଚିକ୍କଣ ପଥରଗୁଡ଼ିକ ମଧିଅରେ ତୁମ୍ଭର ଅଂଶ, ସଗେୁଡ଼ିକରେ ତୁମ୍ଭର ଅଧିକାର ; ପୁଣି ସମାନଙ୍କେ ଉଦ୍ଦେଶ୍ଯ ରେ ତୁମ୍ଭେ ପଯେ ନବୈେଦ୍ଯ ଢ଼ାଳିଅଛ ଓ ନବୈେଦ୍ଯ ଉତ୍ସର୍ଗ କରିଅଛ। ଏସବୁ ରେ ଆମ୍ଭେ କ'ଣ ଶାନ୍ତ ହବୋ ?

ଯିଶାଇୟ 65:3

ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।

ଯିଶାଇୟ 65:11

ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦବେତା ଉଦ୍ଦେଶ୍ଯ ରେ ମଜେ ସଜାଉଛ ଓ ନିରୁପଣୀ ଦବେୀ ଉଦ୍ଦେଶ୍ଯ ରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ।

ଯିରିମିୟ 1:16

ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।

ଯିରିମିୟ 11:17

ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।

ଯିରିମିୟ 19:13

'ୟିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜ ପ୍ରାସାଦଗୁଡ଼ିକ ତାଫେତ୍ ତୁଲ୍ଯ ଅଶୁଚି ସ୍ଥାନ ହବେ। କାରଣ ସମାନେେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରିଅଛନ୍ତି।'

Interlinear

Choose Theme