Home Bibles ☰ Books ଯିରିମିୟ 51:30 · ଓଡ଼ିଆ ବାଇବେଲ
ଯିରିମିୟ 51:30 · ଓଡ଼ିଆ ବାଇବେଲ

ବାବିଲର ସାହାସୀ ୟୋଦ୍ଧାଗଣ ୟୁଦ୍ଧରୁ ଅବସର ନଇେଅଛନ୍ତି। ସମାନେେ ନିଜ ନିଜ ଗଡ଼ ମଧିଅରେ ଅଛନ୍ତି। ସମାନଙ୍କେର ଶକ୍ତି ଦୁର୍ବଳ ହାଇେଅଛି। ସମାନେେ ଭୟଭୀତା ସ୍ତ୍ରୀ ଲୋକମାନଙ୍କ ପରି ହାଇେଛନ୍ତି। ସମାନଙ୍କେର ବାସସ୍ଥାନ ସବୁ ଦଗ୍ଧ ହାଇେଛି ଓ ସମାନଙ୍କେର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହାଇେଅଛି।

Cross references

ଗୀତସଂହିତା 76:5

ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।

ଗୀତସଂହିତା 107:16

ପରମେଶ୍ବର ପିତ୍ତଳ ଫାଟକକୁ ଭାଙ୍ଗି ଦଇପୋରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରିପାରିବେ।

ଗୀତସଂହିତା 147:13

ହେ ୟିରୁଶାଲମ, ପରମେଶ୍ବର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି, ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।

ଯିଶାଇୟ 13:7

ଲୋକମାନେ ସମାନଙ୍କେର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦବେ।

ଯିଶାଇୟ 19:16

ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।

ଯିଶାଇୟ 45:1

ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

ଯିଶାଇୟ 45:2

ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ୟିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।

ଯିରିମିୟ 48:41

ମାୟୋବ ଅଧିକୃତ ହବେ, ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହବେ। ଆଉ ସେତବେେଳେ ମାୟୋବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବଦନୋଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହବେ।

ଯିରିମିୟ 50:36

ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।

ଯିରିମିୟ 51:32

ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହାଇେଅଛି ଓ ନଳବଣ ସବୁ ଅଗ୍ନି ରେ ଦଗ୍ଧିଭୂତ ହାଇେଅଛି। ଆଉ ତା'ର ୟୋଦ୍ଧାଗଣ ଭୟଭୀତ ହାଇେଅଛନ୍ତି।

ଯିରିମିୟ 51:57

ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦଶାେଧ୍ଯକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ବୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ ଓ କବେେ ଜାଗ୍ରତ ହବେେ ନାହିଁ। ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।

ଯିରିମିୟଙ୍କ ବିଳାପ 2:9

ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।

ଆମୋଷ 1:5

ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।

ନାହୂମ 3:13

ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।

Interlinear

Choose Theme