ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।
Cross references
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।
ଏକ ଶିଶୁ ତା'ର ମା କୋଳରେ ଥିବାପରି ମୁଁ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
ଏହା ସତ୍ଯ ସଦେିନ ଅଶୂର ଖଡ୍ଗ ରେ ପତିତ ହବେ। ମାତ୍ର ତାହା ମନୁଷ୍ଯର ଖଡ୍ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହବେ ମାତ୍ର ତାହା ମନୁଷ୍ଯ ଖଡ୍ଗ ରେ ନୁହେଁ। ପୁଣି ସେ ଖଡ୍ଗ ରେ ସମ୍ମୁଖରୁ ପଳାଯନ କରିବ। ତା'ର ୟୁବକମାନେ କ୍ରୀତଦାସ ହବେେ।
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।
ହେ ଧର୍ମରୁ ବିରତ କଠିନ ହୃଦଯ ଲୋକେ, ଆମ୍ଭର କଥା ଶୁଣ।
ସଦାପ୍ରଭୁ କହନ୍ତି, ସମାନେେ ଉତ୍ତ୍ଯକ୍ତ ହେଲାପ ରେ ଆମ୍ଭେ ସମାନଙ୍କେ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସମାନଙ୍କେୁ ଆହ୍ଲାଦିତ କରିବା ପାଇଁ ସମାନଙ୍କେୁ ମତ୍ତ କରିବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ, ଆଉ ଉଠିବେ ନାହିଁ।
ହେ ମନୁଷ୍ଯ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କହେି ନାହିଁ। ତେଣୁ ତାହାର ହସ୍ତ ଆଉ ଖଡ୍ଗ ଧାରଣ କରିବାକୁ ସବଳ ହବେ ନାହିଁ।
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
ହେ ଅଶୂରର ରାଜା, ତୁମ୍ଭର ମଷେପାଳକମାନେ ଶାଇେ ପଡିଲେ। ସହେି ଶକ୍ତିଶାଳୀ ଲୋକମାନେ ଶାଇେଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପ ରେ ବିଛଇେ ହାଇେ ୟାଇଛନ୍ତି। ସଠାେ ରେ ସମାନଙ୍କେୁ ଫରୋଇ ଆଣିବାକୁ କହେି ଲୋକ ନାହାଁନ୍ତି।
ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।