Home Bibles ନାହୂମ 3:13 · ଓଡ଼ିଆ ବାଇବେଲ
ନାହୂମ 3:13 · ଓଡ଼ିଆ ବାଇବେଲ

ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।

Cross references

ଗୀତସଂହିତା 107:16

ପରମେଶ୍ବର ପିତ୍ତଳ ଫାଟକକୁ ଭାଙ୍ଗି ଦଇପୋରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରିପାରିବେ।

ଗୀତସଂହିତା 147:13

ହେ ୟିରୁଶାଲମ, ପରମେଶ୍ବର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି, ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।

ଯିଶାଇୟ 19:16

ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।

ଯିଶାଇୟ 45:1

ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

ଯିଶାଇୟ 45:2

ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ୟିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।

ଯିରିମିୟ 50:37

ଆଉ ସମାନଙ୍କେର ଅଶ୍ବଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ୍ଗ ବିନାଶ କରିବ ଓ ସମାନେେ ଭୟଭୀତା ସ୍ତ୍ରୀମାନଙ୍କ ପରି ହବେେ। ସମାନଙ୍କେର ଭଣ୍ଡାରସବୁ ଖଡ୍ଗ ରେ ବିନଷ୍ଟ ହବେ ଓ ସେସବୁ ଲୁଣ୍ଠିତ ହବେ।

ଯିରିମିୟ 51:30

ବାବିଲର ସାହାସୀ ୟୋଦ୍ଧାଗଣ ୟୁଦ୍ଧରୁ ଅବସର ନଇେଅଛନ୍ତି। ସମାନେେ ନିଜ ନିଜ ଗଡ଼ ମଧିଅରେ ଅଛନ୍ତି। ସମାନଙ୍କେର ଶକ୍ତି ଦୁର୍ବଳ ହାଇେଅଛି। ସମାନେେ ଭୟଭୀତା ସ୍ତ୍ରୀ ଲୋକମାନଙ୍କ ପରି ହାଇେଛନ୍ତି। ସମାନଙ୍କେର ବାସସ୍ଥାନ ସବୁ ଦଗ୍ଧ ହାଇେଛି ଓ ସମାନଙ୍କେର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହାଇେଅଛି।

ଓବଦିୟ 1:9

ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।

ନାହୂମ 2:6

ନଦୀର ଫାଟକଗୁଡିକ ଖାେଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି,

ନାହୂମ 2:7

ରାଣୀ ଶତୃମାନଙ୍କ ଦ୍ବାରା ଧରା ପଡିଛନ୍ତି ଓ ଦୂରକୁ ନିଆ ହାଇେଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖ ରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସମାନେେ ସମାନଙ୍କେର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।

Interlinear

Choose Theme