Home Bibles ଯିହୋଶୂୟ 13:18 · ଓଡ଼ିଆ ବାଇବେଲ
ଯିହୋଶୂୟ 13:18 · ଓଡ଼ିଆ ବାଇବେଲ

ୟହସ୍, କଦମୋେତ୍ ଓ ମଫୋତ୍।

Cross references

ଗଣନା ପୁସ୍ତକ 21:23

ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।

ଦିତୀୟ ବିବରଣ 2:26

ଯେତବେେଳେ ଆମ୍ଭେ କଦମୋେତ୍ ପ୍ରାନ୍ତରରକ୍ସ୍ଟ ହିଷବୋନର ରାଜା ସୀହାନେ ନିକଟକକ୍ସ୍ଟ ଦୂତଦ୍ବାରା ଶାନ୍ତିବାର୍ତ୍ତା ପଠାଇଲି। ସମାନେେ କହିଲେ,

ଯିହୋଶୂୟ 21:36

ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।

ଯିହୋଶୂୟ 21:37

କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

ପ୍ରଥମ ବଂଶାବଳୀ 6:78

ମରାରି ବଂଶ ଆହୁରି ମଧ୍ଯ ରୁବନ୍େ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବତେସର ସହର, ୟହସ, କଦମୋେତ୍ ଓ ମଫୋତ୍ ସହରଗୁଡ଼ିକ ପ୍ରାପ୍ତ ହେଲ। ରୁବନ୍େ ଗୋଷ୍ଠୀ ଯରେିଖୋ ନଗରର ପୂର୍ବ ପାଶର୍‌ବ ଓ ୟର୍ଦ୍ଦନ ନଦୀର ପୂର୍ବ ପାଶର୍‌ବ ରେ ବାସ କରୁଥିଲେ।

ଯିରିମିୟ 48:21

ମାୟୋବ ସମସ୍ତ ଉଚ୍ଚ ଭୂମିମାନଙ୍କ ରେ ଓ ନିକଟବର୍ତ୍ତୀ ନଗର ଯଥା : ହଲୋନ, ୟହସ ଓ ମଫୋତ ରେ ପ୍ରଚାର କର।

Interlinear

Choose Theme