Home Bibles ☰ Books ଯିରିମିୟ 48:8 · ଓଡ଼ିଆ ବାଇବେଲ
ଯିରିମିୟ 48:8 · ଓଡ଼ିଆ ବାଇବେଲ

ପ୍ରେତ୍ୟକକ ନଗର ଉପ ରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହବେ ଓ ଉଚ୍ଚଭୂମି ଧ୍ବଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।

Cross references

ଯିହୋଶୂୟ 13:9

ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।

ଯିହୋଶୂୟ 13:17

ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।

ଯିହୋଶୂୟ 13:21

ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।

ଯିରିମିୟ 6:26

ହେ ମାରେ ଲୋକମାନେ, ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କର, ଭସ୍ମ ରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ଯୁ ରେ ଶୋକ କଲାପରି ଶୋକ କର। ଅତିଶଯ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ ଆକ୍ରମଣ କରିବ।

ଯିରିମିୟ 15:8

ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 48:18

ହେ ଦୀବୋନ ନିବାସୀଗଣ, ତୁମ୍ଭମାନେେ ନିଶ୍ଚିତ ରେ ତୁମ୍ଭମାନଙ୍କ ଶାେଭାରୁ ଓହ୍ଲାଇ ଅସି ଧୂଳି ରେ ବସ। କାରଣ ମାଯାେବର ବିନାଶକ ତୁମ୍ଭ ବିରୁଦ୍ଧ ରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।

ଯିରିମିୟ 48:20

ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।

ଯିରିମିୟ 51:56

ବାବିଲ ବିରୁଦ୍ଧ ରେ ସମାନେେ ଆସିବେ ଓ ତାହାକୁ ଧ୍ବଂସ କରିବେ। ସମାନଙ୍କେର ବୀରଗଣ ଧରାଯିବେ ଓ ସମାନଙ୍କେର ଧନୁସବୁ ଖଣ୍ଡ ଖଣ୍ଡ ହାଇେ ଭଙ୍ଗାୟିବ। କାରଣ ସଦାପ୍ରଭୁ ସମାନଙ୍କେର ଦୁଷ୍କର୍ମ ଯୋଗୁଁ ନିଶ୍ଚଯ ପ୍ରତିଫଳ ଦବେେ।

ଯିହିଜିକଲ 25:9

ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।

Interlinear

Choose Theme