Home Bibles ☰ Books ଯିରିମିୟ 48:12 · ଓଡ଼ିଆ ବାଇବେଲ
ଯିରିମିୟ 48:12 · ଓଡ଼ିଆ ବାଇବେଲ

ଆଉ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢ଼ାଳି ପକାଇବା। ସମାନେେ ସହେି ପାତ୍ରକୁ ଢ଼ାଳି ଦବେେ ଓ ପାତ୍ରଗୁଡ଼ିକୁ ଶୂନ୍ଯ କରି କୁାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।

Cross references

ଗୀତସଂହିତା 2:9

ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।

ଯିଶାଇୟ 16:2

ମାୟୋବର କନ୍ଯାଗଣ ଅର୍ନୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାୟ୍ଯ ପାଇଁ ସମାନେେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପ ରେ, ପକ୍ଷୀ ଛୁଆମାନେ ଏଣତେଣେେ ଧାଇଁଲା ପରି ସମାନେେ ଧାଇଁବେ।

ଯିଶାଇୟ 30:14

ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'

ଯିରିମିୟ 14:3

ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।

ଯିରିମିୟ 19:10

ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 25:34

ହେ ମଷେପାଳକଗଣ, ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ହେ ମଷଗେଣର ଅଧିପତିମାନେ, ତୁମ୍ଭମାନେେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ଯା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭମାନେେ ଭଗ୍ନପାତ୍ର ତୁଲ୍ଯ ବିକ୍ଷିପ୍ତ ହାଇପେଡ଼ିବ।

ଯିରିମିୟ 48:8

ପ୍ରେତ୍ୟକକ ନଗର ଉପ ରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହବେ ଓ ଉଚ୍ଚଭୂମି ଧ୍ବଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।

ଯିରିମିୟ 48:11

ମାଯାେବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମାଯାେବ ଏକ ପାତ୍ରସ୍ଥ ମଦ ତୁଲ୍ଯ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢ଼ଳା ୟାଇ ନାହିଁ। କିଅବା ସେ ବନ୍ଦୀ ହାଇେ ୟାଇ ନାହିଁ, ଏଣୁ ତା'ର ସ୍ବାଦ ତା' ମଧିଅରେ ଅଛି। ତାହାର ସୁବାସ ବିକୃତ ହାଇେ ନାହିଁ।

ଯିରିମିୟ 48:15

ଶତ୍ରୁସୈନ୍ଯ ମାୟୋବକୁ ଆକ୍ରମଣ କରି ତାହାକୁ ଧ୍ବଂସ କରିବେ। ତାହା ବଳବାନ୍ ସୈନ୍ଯମାନଙ୍କୁ ବାଧ୍ଯ ସ୍ଥାନ ରେ ବଧ କରିବ। ଏହା ସୈନ୍ଯାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।

ଯିରିମିୟ 48:38

ମାଯାେବର ସମସ୍ତ ଗୃହର ଛାତ ଉପ ରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ଯୁର ଶାେକ ବ୍ଯାପି ୟାଇଛି। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମାୟୋବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।

ଯିହିଜିକଲ 25:9

ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।

ନାହୂମ 2:2

ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।

Interlinear

Choose Theme