ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।
Cross references
ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
ମାରେ ପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅଛନ୍ତି। ଯେତବେେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'
କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସବୋ କରିବ ନାହିଁ, ସେ ବିନଷ୍ଟ ହବେ। ସହେି ଦେଶଗୁଡ଼ିକ ସୂର୍ଣ୍ଣରୂପେ ଧ୍ବଂସ ପ୍ରାପ୍ତ ହବେେ।
ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'
ସହେି ସମୟରେ ସମାନଙ୍କେୁ କହିବ, 'ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କହେି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ୟୋଡ଼ା ହୁଏ ନାହିଁ। ସହେିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସମାନେେ ସମସ୍ତେ ତୋଫାତ ରେ କବର ନବେେ।
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।
ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।
ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହାଇଯେିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତବେେ ପଥରଟି ତାକୁ ଚୁନା କରିଦବେ।
ଯେ ବିଜଯୀ ହୁଏ ଓ ଶଷେପର୍ୟ୍ଯନ୍ତ ମାେ ଇଚ୍ଛା ଅନୁଯାଯୀ କାର୍ୟ୍ଯ ରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦବେି।
ସହେି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡ ରେ ଶାସନ କରିବେ। ତା'ର ଶିଶୁଙ୍କୁ ପରମେଶ୍ବରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା।
ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।