Home Bibles ☰ Books ଯିରିମିୟ 14:3 · ଓଡ଼ିଆ ବାଇବେଲ
ଯିରିମିୟ 14:3 · ଓଡ଼ିଆ ବାଇବେଲ

ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।

Cross references

ଦିତୀୟ ଶାମୁୟେଲ 15:30

ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।

ଦିତୀୟ ଶାମୁୟେଲ 19:4

ରାଜା ତାଙ୍କର ମକ୍ସ୍ଟହଁକକ୍ସ୍ଟ ଢାଙ୍କି ଉଚ୍ଚସ୍ବରସର କ୍ରନ୍ଦନ କରିବାକୁ ଲାଗିଲଲ, ସହସମାର ପକ୍ସ୍ଟତ୍ର ଅବଶାସଲାମ,ସହସମାର ପକ୍ସ୍ଟତ୍ର ଅବଶାସଲାମ।

ପ୍ରଥମ ରାଜାବଳୀ 17:7

ଅନାବୃଷ୍ଟି ହତେୁ କିଛି କାଳପରେ ଝରଣାଗୁଡିକ ଶୁଷ୍କ ହାଇଗେଲା।

ପ୍ରଥମ ରାଜାବଳୀ 18:5

ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।

ପ୍ରଥମ ରାଜାବଳୀ 18:6

ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ଲୋକ ଦେଶ ମଧିଅରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ବଷେଣ କରିବାକୁ ଗଲେ। ଆହାବ୍ ଗୋଟିଏ ଦିଗ ରେ ଓ ଓବଦିଯ ଅନ୍ୟ ଦିଗ ରେ ଗଲେ।

ଦିତୀୟ ରାଜାବଳୀ 18:31

ହିଜକିଯ କଥା ଶୁଣ ନାହିଁ।

ଏଷ୍ଟର ବିବରଣ 6:12

ଏହାପରେ ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ ଶାେକକୁଳ ହାଇେ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।

ଆୟୁବ ପୁସ୍ତକ 6:20

ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।

ଗୀତସଂହିତା 40:14

ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।

ଗୀତସଂହିତା 109:29

ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।

ଯିଶାଇୟ 45:16

ସମାନେେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହବେେ। ପ୍ରତିମା ନିର୍ମାଣକାରୀ ସମସ୍ତେ ଏକା ସଙ୍ଗେ ଅପମାନିତ ହବେେ।

ଯିରିମିୟ 2:13

କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସମାନେେ ମାେତେ ପରିତ୍ଯାଗ କରିଛନ୍ତି ଯଦିଓ ମୁଁ ଏକ ଜୀବନଦାଯିନୀ ନିର୍ଝର ଅଟେ ଓ ଦ୍ବିତୀୟ ରେ ନିଜ ପାଇଁ ସମାନେେ ବହୁ ଜଳକୁଣ୍ଡ ଖାେଳିଛନ୍ତି। ମାତ୍ର ସହେି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।

ଯିରିମିୟ 2:26

ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।

ଯିରିମିୟ 14:4

ଦେଶ ରେ ଅନାବୃଷ୍ଟି ହତେୁ ଭୂମି ଫାଟି ୟିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କିଛନ୍ତି।

Interlinear

Choose Theme