Home Bibles ☰ Books ଯିରିମିୟ 44:23 · ଓଡ଼ିଆ ବାଇବେଲ
ଯିରିମିୟ 44:23 · ଓଡ଼ିଆ ବାଇବେଲ

ଏ ସମସ୍ତ ଅମଙ୍ଗଳ ଘଟିବାର କାରଣ ହେଉଛି, ତୁମ୍ଭମାନେେ ଅନ୍ୟ ଦବେତା ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛ, ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ ଓ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କରି ନାହଁ, ପୁଣି ତାଙ୍କର ବ୍ଯବସ୍ଥା ଓ ବିଧି ପ୍ରମାଣ ବାକ୍ଯାନୁସା ରେ ଆଚରଣ କରି ନାହଁ।

Cross references

ପ୍ରଥମ ରାଜାବଳୀ 9:9

ତହିଁରେ ଲୋକମାନେ ଉତ୍ତର ଦଇେ ଥାଆନ୍ତେ, 'ଏହା ଘଟିଲା କାରଣ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସମାନେେ ତ୍ଯାଗ କଲେ ଓ ଅନ୍ୟ ଦବେତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସମାନଙ୍କେ ଉପରେ ଏହିସବୁ ଅମଙ୍ଗଳ କାର୍ୟ୍ଯ ଘଟାଇଲେ।'

ଦିତୀୟ ରାଜାବଳୀ 17:15

ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍‌ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।

ଦିତୀୟ ବଂଶାବଳୀ 36:16

କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।

ନିହିମିୟା 13:18

ତୁମ୍ଭମାନଙ୍କ ପିତୃପୁରୁଷମାନେ କ'ଣ ଏପରି ବ୍ଯବହାର କରି ନଥିଲେ। ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ବର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହି ସବୁ ଅମଙ୍ଗଳ ଘଟାଇ ନାହାଁନ୍ତି? ତଥାପି ତୁମ୍ଭମାନେେ ବିଶ୍ରାମଦିନ ଅପବିତ୍ର କରି ଇଶ୍ରାୟେଲ ଉପରକୁ କୋପ ଆଣୁଅଛ।

ଗୀତସଂହିତା 78:56

କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।

ଗୀତସଂହିତା 119:150

ମନ୍ଦ ଯୋଜନା ସହିତ ଲୋକମାନେ ମାେତେ ଆକ୍ରମଣ କରିବା ପାଇଁ ମାେ ପାଖକୁ ଆସନ୍ତି। ସମାନେେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।

ଗୀତସଂହିତା 119:155

ଦୁଷ୍ଟଗଣ କବେେ ବିଜଯୀ ହବେେ ନାହିଁ। କାରଣ ସମାନେେ ତୁମ୍ଭର ବ୍ଯବସ୍ଥା ଅନୁସରଣ କରନ୍ତି ନାହିଁ।

ଯିରିମିୟ 7:13

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡ଼ାକିଲି, କିନ୍ତୁ ତୁମ୍ଭମାନେେ ଉତ୍ତର ଦଲେ ନାହିଁ।

ଯିରିମିୟ 32:31

ଆଉ ସମାନେେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ୟ୍ଯନ୍ତ କବଳେ ଆମ୍ଭର କୋରଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂ ରଇେ ଦବୋ।

ଯିରିମିୟ 40:3

ସଦାପ୍ରଭୁ ତାଙ୍କ କହିବାନୁସା ରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ।

ଯିରିମିୟ 44:8

ତୁମ୍ଭମାନେେ ଏହି ଯେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନ ରେ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ବାରା ଆମ୍ଭକୁ ବିରକ୍ତ କରୁଅଛ ? ତୁମ୍ଭମାନେେ ବିନଷ୍ଟ ହବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧିଅରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହବେ।

ଯିରିମିୟ 44:18

ମାତ୍ର ଆମ୍ଭମାନେେ ଯେତବେେଳେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇବା ଓ ପଯେ ନବୈେଦ୍ଯ ଢ଼ାଳିବା ଛାଡ଼ିଦଲେୁ, ଆମ୍ଭମାନଙ୍କ ସବୁ ବିଷଯ ରେ ଅଭାବ ଘଟିଲା ଓ ଆମ୍ଭମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ଲୁପ୍ତ ହେଲୁ।

ଯିରିମିୟ 44:21

ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସକଳ ପଥରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ'ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ'ଣ ତାଙ୍କ ମନେ ପଡ଼ିଲା ନାହିଁ ?

ଯିରିମିୟଙ୍କ ବିଳାପ 1:8

ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଦାନିଏଲ 9:11

ଆଉ ସମଗ୍ର ଇଶ୍ରାୟେଲ ତୁମ୍ଭରବ୍ଯବସ୍ଥା ଲଙ୍ଘନ କରିଅଛନ୍ତି। ସମାନେେ ତୁମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ବରଙ୍କ ସବେକ ମାଶାଙ୍କେ ବ୍ଯବସ୍ଥା ରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପ ରେ ଢଳା ୟାଇଅଛି। କାରଣ ଆମ୍ଭମାନେେ ତାଙ୍କ ବିରୁଦ୍ଧ ରେ ପାପ କରିଅଛୁ।

ଦାନିଏଲ 9:13

ମାଶାଙ୍କେ ଲିଖିତ ବ୍ଯବସ୍ଥାନୁସା ରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭମାନେେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରିନାହୁଁ କି ପାପରୁ ବିରତ ହାଇନୋହୁଁଓ ତାଙ୍କର ସତ୍ଯତା ପ୍ରତି ଧ୍ଯାନ ଦଇନୋହୁଁ।

Interlinear

Choose Theme