Home Bibles ଯିରିମିୟ 7:13 · ଓଡ଼ିଆ ବାଇବେଲ
ଯିରିମିୟ 7:13 · ଓଡ଼ିଆ ବାଇବେଲ

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡ଼ାକିଲି, କିନ୍ତୁ ତୁମ୍ଭମାନେେ ଉତ୍ତର ଦଲେ ନାହିଁ।

Cross references

ଦିତୀୟ ବଂଶାବଳୀ 36:15

ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ବର, ତାଙ୍କର ଲୋକମାନଙ୍କୁ ଚତାବେନୀ ଦବୋ ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ।

ନିହିମିୟା 9:29

ପୁନର୍ବାର ତୁମ୍ଭେ ସମାନଙ୍କେୁ ସତର୍କ କଲ। ତୁମ୍ଭେ ସମାନଙ୍କେୁ, ତୁମ୍ଭ ବ୍ଯବସ୍ଥା ନିକଟକୁ ଫରେିବା ପାଇଁ କହିଲି। କିନ୍ତୁ ସମାନେେ ବହୁତ ଗର୍ବୀ ଥିଲେ। ସମାନେେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ଯବସ୍ଥା ମାନନ୍ତି, ତବେେ ସମାନେେ ବାସ୍ତବ ରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ଯବସ୍ଥା ଭଙ୍ଗ କଲେ। ସମାନେେ ବହୁତ ଜିଦ୍ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ଯାଖାନ କଲେ। ସମାନେେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।

ହିତୋପଦେଶ 1:24

କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।

ଯିଶାଇୟ 50:2

ଆମ୍ଭେ ଆସିଲା ବେଳେ କାହିଁକି କହେି ଉପସ୍ଥିତ ନ ଥିଲ ? ଆମ୍ଭେ ଡ଼ାକିଲା ବେଳେ କହେି ଉତ୍ତର ଦବୋକୁ କାହିଁକି ନ ଥିଲ ? ଆମ୍ଭର ହସ୍ତ କ'ଣ େଛାଟ ଯେ ତାହା ମୁକ୍ତ କରିପାରିବ ନାହିଁ ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ'ଣ ପରାକ୍ରମ ନାହିଁ ? ଦେଖ, ଆମ୍ଭର ଆଦେଶ ରେ ସମୁଦ୍ର ଶୁଖିୟାଇପା ରେ ଓ ନଦନଦୀକୁ ପ୍ରାନ୍ତର କରିଦଇେ ପାରୁ। ସେଥି ରେ ଥିବା ମତ୍ସ୍ଯ ଜଳ ଅଭାବରୁ ତୃଷାର୍ତ୍ତ ହାଇେ ମରିଯିବେ ଓ ଦୁର୍ଗନ୍ଧ ହବେ।

ଯିଶାଇୟ 65:12

ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ରେ ଚ୍ଛଦନେ କରିବା ଓ ତୁମ୍ଭେ ସମସ୍ତେ ବଧ୍ଯସ୍ଥାନ ରେ ନଇଁ ପଡ଼ିବ। କାରଣ ଆମ୍ଭେ ଡ଼ାକିଲା ବେଳେ ତୁମ୍ଭମାନେେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭମାନେେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟି ରେ ଯାହା ମନ୍ଦ ସହେି କାର୍ୟ୍ଯ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସହେି କାର୍ୟଅକୁ ମନୋନୀତ କଲ।

ଯିଶାଇୟ 66:4

ମୁଁ ସମାନଙ୍କେ ପ୍ରତି କଠାେର ହବେି ଓ ଆଣିବି ଯାହା ସମାନେେ ଭୟ କରନ୍ତି କାରଣ ସମାନେେ ଉତ୍ତର କଲେ ନାହିଁ, ଯେତବେେଳେ ମୁଁ ସମାନଙ୍କେୁ ଡ଼ାକିଲି ଏବଂ ଶୁଣିଲେ ନାହିଁ ଯେତବେେଳେ ସମାନେେ କୁହା ହେଲେ। ସମାନେେ ସବୁକିଛି କଲେ ଯାହା ମାରେ ଚକ୍ଷୁ ରେ ମନ୍ଦ ବୋଲି ବୁଝା ହେଲା। ସମାନେେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।

ଯିରିମିୟ 5:21

' ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭମାନେେ ଚକ୍ଷୁ ଥାଉଁ ଥାଉଁ ଦେଖୁନାହଁ, କର୍ଣ୍ଣ ଥାଉଁ ଥାଉଁ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭମାନେେ ଶୁଣ।

ଯିରିମିୟ 6:10

ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।

ଯିରିମିୟ 7:25

ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ୟ୍ଯନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ଯଦବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସମାନଙ୍କେୁ ପାଇଅଛୁ।

ଯିରିମିୟ 11:7

ମୁଁ ଯେଉଁଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସବେଠାରୁେ ମୁଁ ବାରମ୍ବାର ସମାନଙ୍କେୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।

ଯିରିମିୟ 11:8

ମାତ୍ର ସମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରେତ୍ୟକକ ନିଜ ନିଜ ଦୁଷ୍ଟ ଅନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସମାନଙ୍କେ ଉପ ରେ ତାହା ବର୍ତ୍ତାଇଲୁ। ତଥାପି ସମାନେେ ପାଳନ କଲେ ନାହିଁ।

ଯିରିମିୟ 13:10

ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ଯ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣ ରେ ଅବାଧ୍ଯ ହାଇେ ଚାଲନ୍ତି ଆଉ ଅନ୍ୟ ଦବଗେଣର ସବୋ ଓ ପୂଜା କରିବା ନିମନ୍ତେ ସମାନଙ୍କେର ପଶ୍ଚାତଗମନ କରନ୍ତି, ସମାନେେ ଏହି ଅକର୍ମଣ୍ଯ ପଟୁକା ତୁଲ୍ଯ ହବେେ।

ଯିରିମିୟ 25:3

ଆମାନରେ ପୁତ୍ର ଯିହୁଦାର ରାଜା ଯୋଶିୟଯର ଅଧିକାରର ତ୍ରଯୋଦଶ ବର୍ଷଠାରୁ ଆଜି ପର୍ୟ୍ଯନ୍ତ ଏହି ତଇେଶ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହାଇେଅଛି। ଆଉ ମୁଁ ପ୍ରତ୍ଯୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭମାନେେ ତାହା ଶୁଣି ନାହିଁ।

ଯିରିମିୟ 26:5

ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭମାନେେ ସମାନଙ୍କେ କଥା ପ୍ରତି ଅବଧାନ କରି ନାହଁ।

ଯିରିମିୟ 29:19

କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତ ରେ ଉଠି ଆମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ସମାନଙ୍କେ ନିକଟକୁ ପଠାଇ ଯାହା କହିଲୁ, ସମାନେେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ। ପୁଣି ସଦାପ୍ରଭୁ କହନ୍ତି, ସମାନଙ୍କେ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସମାନେେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ।

ଯିରିମିୟ 32:33

ସମାନେେ ଆମ୍ଭ ପ୍ରତି ବିମୁଖ ହାଇେ ଆମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଆମ୍ଭେ ସମାନଙ୍କେୁ ବାରମ୍ବାର ଶିକ୍ଷା ଦେଲେ ନାହିଁ। ସମାନେେ ତାହା ଶୁଣି ନାହାଁନ୍ତି।

ଯିରିମିୟ 35:14

ରେଖବର ପୁତ୍ର ଯିହାନୋଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦଇେଥିଲା, ତାହାର ସହେି ବାକ୍ଯ ପ୍ରତିପାଳିତ ହାଇେ ଆସୁଅଛି ଓ ସମାନେେ ଆଜି ପର୍ୟ୍ଯନ୍ତ ଦ୍ରାକ୍ଷାରସ ପାନ କରୁ ନାହାଁନ୍ତି। କାରଣ ସମାନେେ ଆପଣା ପିତୃପୁରୁଷ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଅବଧାନ କରୁ ନାହଁ।

ଯିରିମିୟ 35:15

ଆଉ ମଧ୍ଯ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସମାନେେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, 'ତୁମ୍ଭମାନେେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂ ଶାଧେନ କର ଓ ଅନ୍ୟ ଦବଗେଣର ସବୋ କରି ସମାନଙ୍କେୁ ଅନୁସରଣ କର ନାହିଁ। ତାହା ହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦଇେଅଛୁ ତହିଁରେ ତୁମ୍ଭମାନେେ ବାସ କରିବ।' ମାତ୍ର ତୁମ୍ଭମାନେେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ଯ ରେ ଅବଧାନ କରି ନାହଁ।

ଯିରିମିୟ 35:17

ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସମାନଙ୍କେ ପ୍ରତି ଘଟାଇବା। କାରଣ ଆମ୍ଭେ ସମାନଙ୍କେୁ ଯେଉଁ କଥା କହିଅଛୁ, ସମାନେେ ଶୁଣୁ ନାହାଁନ୍ତି। ଆଉ ଆମ୍ଭେ ସମାନଙ୍କେୁ ଡ଼ାକିଅଛୁ, ମାତ୍ର ସମାନେେ ଉତ୍ତର ଦଇେ ନାହାଁନ୍ତି।

ଯିରିମିୟ 44:4

ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, 'ତୁମ୍ଭମାନେେ ଏହି ଘୃଣ୍ଯ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'

ହୋଶେୟ 9:17

ଏହି ଲୋକମାନେ ମାରେ ପରମେଶ୍ବରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସମାନଙ୍କେ କଥା ଶୁଣିବେ ନାହିଁ। ସମାନେେ ବସହରା ହାଇେ ୟାୟାବର ପରି ଏଣତେଣେେ ଦେଶର ସବୁଆଡେ ବୁଲିବେ।

ହୋଶେୟ 11:2

କିନ୍ତୁ ଇଶ୍ରାୟେଲକୁ ଯେତେ ଅଧିକ ନିଜର କଲୁ ଇଶ୍ରାୟେଲ େସତେ ଅଧିକ ଆମ୍ଭଠାରୁ ଦୂ ରଇଗେଲା। ଇଶ୍ରାୟେଲୀୟମାନେ ବାଲ୍ଦବଗେଣଙ୍କ ଉଦେଶ୍ଯ ରେ ବଳି ଦେଲେ। ସମାନେେ ପ୍ରତିମା ନିକଟରେ ଧୂପ ଦେଲେ।

ହୋଶେୟ 11:7

ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫରେିବାକୁ ଆଶା କରନ୍ତି। ସମାନେେ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ କହେି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ।

ଯିଖରିୟ 7:13

ଯେତବେଳେ ସମାନଙ୍କେୁ ସେ ଡାକିଲେ, ସମାନେେ ଶୁଣିଲେ ନାହିଁ। ସେଥିପାଇଁ ସମାନେେ ଯେତବେେଳେ ଆମ୍ଭକୁ ଡାକିବେ ଆମ୍ଭେ ମଧ୍ଯ ଶୁଣିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି।

ମାଥିଉଲିଖିତ ସୁସମାଚାର 23:37

ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।

Interlinear

Choose Theme