ତୁମ୍ଭମାନଙ୍କ ପିତୃପୁରୁଷମାନେ କ'ଣ ଏପରି ବ୍ଯବହାର କରି ନଥିଲେ। ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ବର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହି ସବୁ ଅମଙ୍ଗଳ ଘଟାଇ ନାହାଁନ୍ତି? ତଥାପି ତୁମ୍ଭମାନେେ ବିଶ୍ରାମଦିନ ଅପବିତ୍ର କରି ଇଶ୍ରାୟେଲ ଉପରକୁ କୋପ ଆଣୁଅଛ।
Cross references
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।
ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।
ଏଠାକୁ ଦେଖ, ତୁମ୍ଭମାନେେ ତୁମ୍ଭ ପିତୃଗଣଙ୍କ ପରି କାର୍ୟ୍ଯ କଲ, ତୁମ୍ଭମାନେେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢି ସଦାପ୍ରଭୁଙ୍କୁ ଇଶ୍ରାୟେଲର ଲୋକମାନଙ୍କ ପ୍ରତି କୋର୍ଧିତ କରାଉଛ।
ପିୟୋର କ'ଣ ଘଟିଲା ତାହାକକ୍ସ୍ଟ ତାହା ମନେଅଛି? ଆମ୍ଭମାନେେ ସହେି ମହାପାପପାଇଁ ଏପର୍ୟ୍ଯନ୍ତ କଷ୍ଟ ଭୋଗକ୍ସ୍ଟଅଛକ୍ସ୍ଟ। ସଦାପ୍ରଭୁ ଇଶ୍ରାୟେଲର ବହକ୍ସ୍ଟ ବାସିନ୍ଦାକକ୍ସ୍ଟ ମହାମାରୀ ରକ୍ସ୍ଟଗ୍ଣ କଲେ। ଆମ୍ଭମାନେେ ମଧ୍ଯ ସହେି ମହାମାରୀ ଏପର୍ୟ୍ଯନ୍ତ ଭୋଗକ୍ସ୍ଟଅଛକ୍ସ୍ଟ।
ହେ ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ଯଠାରୁ କମ୍ ଦଣ୍ତ ଦଇେଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ଜୀବିତ ରଖିଅଛ।
ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।
ଆମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ସବୋକାର୍ୟ୍ଯ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀଯାଂଶ ଶକେଲ ରୂପା ପ୍ରତିବର୍ଷ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ପାଇଁ ଦବେୁ।
ସଦାପ୍ରଭୁ ଏହା କହନ୍ତି, ତୁମ୍ଭମାନେେ ନିଜ ଜିନିଷ ବିଷଯ ରେ ସାବଧାନ ହୁଅ ଓ ବିଶ୍ରାମ ଦିନ ରେ କୌଣସି ଭାର ବହନ କର ନାହିଁ ଏବଂ ୟିରୁଶାଲମର ଫାଟକ ଦଇେ ତାହା ଭିତରକୁ ଆଣ ନାହିଁ।
'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'
ଯିହୁଦା ନଗରର ଓ ୟିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସମାନଙ୍କେର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦଇେଛ କି ?
ତା'ପ ରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ଯକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ଯ କରିପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହାଇେ ଶୂନ୍ଯ ମରୁ ରେ ପରିଣତ ହାଇେଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ଯବହାର କରନ୍ତି।
ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।
ସମାନେେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନଇେଯିବେ।
ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
ସଦାପ୍ରଭୁ ପୁଣି କହିଲେ, ତୁମ୍ଭମାନେେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭମାନେେ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର ସହେି ପୂର୍ବପୁରୁଷଗଣ ଆମ୍ଭେ ବାକ୍ଯ ଶୁଣିଲେ ନାହିଁ। ସଦାପ୍ରଭୁ ଏହିସବୁ କହନ୍ତି।