Home Bibles ଯିରିମିୟ 44:24 · ଓଡ଼ିଆ ବାଇବେଲ
ଯିରିମିୟ 44:24 · ଓଡ଼ିଆ ବାଇବେଲ

ତା'ପ ରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ କହିଲେ, ହେ ମିଶର ଦେଶ ରେ ଥିବା ଯିହୁଦାର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

Cross references

ପ୍ରଥମ ରାଜାବଳୀ 22:19

ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।

ଯିଶାଇୟ 1:10

ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।

ଯିଶାଇୟ 28:14

ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିରିମିୟ 42:15

ଏଣୁ ହେ ଯିହୁଦାର ଲୋକେ, ତୁମ୍ଭମାନେେ ଏବେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭମାନେେ ମିଶରକୁ ୟିବାପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ।

ଯିରିମିୟ 43:7

ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଅବଧାନ କଲେ ନାହିଁ। ତେଣୁ ସମାନେେ ମିଶରକୁ ୟାଇ ତଫନ୍ ହଷେ ସହର ରେ ଉପସ୍ଥିତ ହେଲେ।

ଯିରିମିୟ 44:15

ସେତବେେଳେ ବହୁ ସ୍ତ୍ରୀ ଲୋକ ଯିହୁଦାର ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଉଥିଲେ। ସମାନଙ୍କେର ସ୍ବାମୀମାନେ ଏହା ଜାଣିଲେ ମଧ୍ଯ ସମାନଙ୍କେୁ ନିବୃତ୍ତ କରୁ ନ ଥିଲେ। ସମାନଙ୍କେ ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶ ରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ,

ଯିରିମିୟ 44:26

ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ମୁଁ ଆପଣା ମହାନାମ ରେ ଶପଥ କରିଅଛି, ମିଶର ଦେଶସ୍ଥ ୟିହୁଦୀ ଲୋକ ମାରେ ନାମର ବ୍ଯବହାର କରିବ ନାହିଁ। ସମାନେେ କବେେ କହିବେ ନାହିଁ, ନିଶ୍ଚିତ ରେ ସଦାପ୍ରଭୁ ଅଛନ୍ତି।

ଯିହିଜିକଲ 2:7

ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।

ଯିହିଜିକଲ 20:32

ତୁମ୍ଭମାନେେ କହୁଛ, ଆସ ଆମ୍ଭମାନେେ ଅନ୍ୟ ଦେଶୀଯମାନଙ୍କ ପରି ହବୋ, ଗୋଷ୍ଠୀଯମାନଙ୍କ ପରି ହବୋ, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନ ରେ ଉଠୁଥିବା ଏହି ଇଚ୍ଛା କବେେ ପୂରଣ ହବେ ନାହିଁ।'

ଆମୋଷ 7:16

ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମାେତେ କହୁଛ, 'ଇଶ୍ରାୟେଲ ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରନାହିଁ। ଇସ୍ହାକ ପରିବାର ବିରୁଦ୍ଧ ରେ ମଧ୍ଯ ପ୍ରଗ୍ଭର କରନାହିଁ।'

ମାଥିଉଲିଖିତ ସୁସମାଚାର 11:15

ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।

Interlinear

Choose Theme