ତା'ପ ରେ ସହେି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, ଆମ୍ଭମାନେେ ଆମ୍ଭମାନଙ୍କ ସ୍ବାମୀମାନଙ୍କର ଅନୁମତି ରେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇଲୁ, ପଯେ ନବୈେଦ୍ଯ ଢ଼ାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।
Cross references
ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।
ସଦାପ୍ରଭୁ ପରମେଶ୍ବର ଆଦମକୁ କହିଲେ, ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କଣ ଉଦ୍ୟାନର ସହେି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି!
ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକଟିକୁ କହିଲେ, ମୁଁ ତୁମ୍ଭର କାର୍ୟ୍ଯଭାର ଏବଂ ତୁମ୍ଭର ଗର୍ଭ ବଦନୋ ମଧ୍ଯ ବଢ଼ାଇବି। ତୁମ୍ଭେ ବ୍ଯଥା ରେ ସନ୍ତାନ ପ୍ରସବ କରିବ। ପୁଣି ସ୍ବାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କତ୍ତୃର୍ତ୍ବ କରିବ।
ସେ ଶପଥ କିମ୍ବା ଅସାବଧାନ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପା ରେ।
ପୁଣି ତା'ର ସ୍ବାମୀ ତାହା ଶୁଣି କୌଣସି ଅଭିଯୋଗ ନକରେ, ତବେେ ତା'ର ପ୍ରତିଜ୍ଞା ପାଳନ ହବେ ଓ ସେ କରିଥିବା ଶପଥ ପାଳନ କରାୟିବ।
ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।
ମାତ୍ର ତା'ର ସ୍ବାମୀ ଯଦି ଶୁଣିବା ପରେ ତାକୁ ଅସ୍ବୀକାର କରେ, ତବେେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନଇେଥିବା ଶପଥସବୁ ବାତିଲ ହାଇଯେିବ। ତା'ର ସ୍ବାମୀ ପ୍ରତିଜ୍ଞା ଭଂଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।
ତୁମ୍ଭମାନେେ ସମାନଙ୍କେ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭମାନେେ ସମାନଙ୍କେ ପକ୍ସ୍ଟତ୍ରମାନଙ୍କ ସହିତ ଆପଣା କନ୍ଯାମାନଙ୍କୁ ବିବାହ ଦବନୋହିଁ। କିଅବା ଆପଣା ପକ୍ସ୍ଟତ୍ରମାନଙ୍କୁ ସମାନଙ୍କେ କନ୍ଯାମାନଙ୍କ ସହିତ ବିବାହ ଦବେ ନାହିଁ।
ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।
ସେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସହେିପରି ଜୀବନ କାଟିଲେ। କାରଣ ଯିହାରୋମ୍ ଆହାବ୍ଙ୍କର କନ୍ଯାକୁ ବିବାହ କରିଥିଲେ। ଆଉ ୟିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କର୍ମ କଲେ।
ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।
ସେତବେେଳେ ବହୁ ସ୍ତ୍ରୀ ଲୋକ ଯିହୁଦାର ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଉଥିଲେ। ସମାନଙ୍କେର ସ୍ବାମୀମାନେ ଏହା ଜାଣିଲେ ମଧ୍ଯ ସମାନଙ୍କେୁ ନିବୃତ୍ତ କରୁ ନ ଥିଲେ। ସମାନଙ୍କେ ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶ ରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ,
ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।