Home Bibles ଆଦି ପୁସ୍ତକ 3:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 3:11 · ଓଡ଼ିଆ ବାଇବେଲ

ସଦାପ୍ରଭୁ ପରମେଶ୍ବର ଆଦମକୁ କହିଲେ, ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କଣ ଉଦ୍ୟାନର ସହେି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି!

Cross references

ଆଦି ପୁସ୍ତକ 4:10

ଏହାପରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡ଼ାକ ପକାଉଛି।

ଗୀତସଂହିତା 50:21

ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।

ରୋମୀୟଙ୍କ ପ୍ରତି ପତ୍ର 3:20

ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।

Interlinear

Choose Theme