Home Bibles ☰ Books ଗଣନା ପୁସ୍ତକ 30:12 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 30:12 · ଓଡ଼ିଆ ବାଇବେଲ

ମାତ୍ର ତା'ର ସ୍ବାମୀ ଯଦି ଶୁଣିବା ପରେ ତାକୁ ଅସ୍ବୀକାର କରେ, ତବେେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନଇେଥିବା ଶପଥସବୁ ବାତିଲ ହାଇଯେିବ। ତା'ର ସ୍ବାମୀ ପ୍ରତିଜ୍ଞା ଭଂଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।

Cross references

ଗଣନା ପୁସ୍ତକ 15:25

ଆଉ ଯାଜକ ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାଯଶ୍ଚିତ କରିବା ଉଚିତ; ତହିଁରେ ସମାନେେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସମାନେେ ସହେି ଭ୍ରାନ୍ତି ସକାେଶ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିଜନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି।

ଗଣନା ପୁସ୍ତକ 15:28

ଯେଉଁ ଲୋକ ଅନିଚ୍ଛା ରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାୟିବ।

ଗଣନା ପୁସ୍ତକ 30:5

ଯଦି ତା'ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସଗେୁଡିକ ପାଳନ କରାୟିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦବେେ, ଯେ ହତେୁ ତା'ର ପିତା ତାକୁ ଏହା କରିବା ପାଇ ମନା କଲେ।

ଗଣନା ପୁସ୍ତକ 30:8

ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।

ପ୍ରଥମ ଶାମୁୟେଲ 1:23

ତା'ପରେ ତା'ର ସ୍ବାମୀ ଇଲ୍କାନା ତାକକ୍ସ୍ଟ କହିଲା, ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନପାନ ତ୍ଯାଗ କରାଇବା ପର୍ୟ୍ଯନ୍ତ ଏଠା ରେ ରକ୍ସ୍ଟହ। ସଦାପ୍ରଭୁ ତାଙ୍କର ବାକ୍ଯ ପୂର୍ଣ କରନ୍ତକ୍ସ୍ଟ । ତେଣୁ ସହେି ସ୍ତ୍ରୀ ଆପଣା ପକ୍ସ୍ଟତ୍ରକକ୍ସ୍ଟ ସ୍ତନପାନ ତ୍ଯାଗ କରିବା ପର୍ୟ୍ଯନ୍ତ ଗୃହ ରେ ରହିଲା ଓ ପିଲାର ଦଖାେଗ୍ଭହାଁ କଲା।

ଯିରିମିୟ 44:19

ତା'ପ ରେ ସହେି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, ଆମ୍ଭମାନେେ ଆମ୍ଭମାନଙ୍କ ସ୍ବାମୀମାନଙ୍କର ଅନୁମତି ରେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇଲୁ, ପଯେ ନବୈେଦ୍ଯ ଢ଼ାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:3

ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ : ପ୍ରେତ୍ୟକକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ବର।

Interlinear

Choose Theme