Home Bibles ଦିତୀୟ ବଂଶାବଳୀ 21:6 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 21:6 · ଓଡ଼ିଆ ବାଇବେଲ

ସେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସହେିପରି ଜୀବନ କାଟିଲେ। କାରଣ ଯିହାରୋମ୍ ଆହାବ୍ଙ୍କର କନ୍ଯାକୁ ବିବାହ କରିଥିଲେ। ଆଉ ୟିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କର୍ମ କଲେ।

Cross references

ପ୍ରଥମ ରାଜାବଳୀ 12:28

ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।

ପ୍ରଥମ ରାଜାବଳୀ 16:25

ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ।

ଦିତୀୟ ରାଜାବଳୀ 8:18

ୟିହୋରାମ ଇଶ୍ରାୟେଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ସେ ଆହାବ ବଂଶାନୁସା ରେ ଚଳିଲେ କାରଣ ସେ ଆହାବ୍ଙ୍କ କନ୍ଯାକୁ ବିବାହ କରିଥିଲେ।

ଦିତୀୟ ବଂଶାବଳୀ 18:1

ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।

ଦିତୀୟ ବଂଶାବଳୀ 20:35

ପରେ, ଯିହୁଦାର ରାଜା ୟିହୋଶାଫଟ୍, ଇଶ୍ରାୟେଲର ରାଜା ଅହସିଯଙ୍କ ସହିତ ଏକ ଚୁକ୍ତି କଲେ। ଅହସିଯ ମନ୍ଦ କର୍ମ କଲେ।

ଦିତୀୟ ବଂଶାବଳୀ 22:2

ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।

ଦିତୀୟ ବଂଶାବଳୀ 28:2

ଆହସ୍ ଇଶ୍ରାୟେଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ ଦବେତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ।

ନିହିମିୟା 13:25

ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।

Interlinear

Choose Theme