Home Bibles ପ୍ରଥମ ଶାମୁୟେଲ 7:5 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 7:5 · ଓଡ଼ିଆ ବାଇବେଲ

ଶାମକ୍ସ୍ଟଯଲେ କହିଲେ, ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।

Cross references

ଯିହୋଶୂୟ 15:38

ଦିଲିଯନ୍, ମିସ୍ପୀ, ୟକ୍ତଲେ,

ଯିହୋଶୂୟ 18:26

ମିସ୍ପୀ, କଫୀରା, ମାେତ୍ସା,

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ପ୍ରଥମ ଶାମୁୟେଲ 7:12

ଶାମକ୍ସ୍ଟଯଲେ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ଯ ଲୋକମାନଙ୍କୁ ସାହାୟ୍ଯ କରିବା ଏବଂ ସଦାପ୍ରଭୁଙ୍କର ସାହାୟ୍ଯ ମନେ ରଖିବା, ସେ ଏହି ପଥରକକ୍ସ୍ଟ ମିସ୍ଫୀ ଓ ଶନେ ମଧିଅରେ ପ୍ରତିଷ୍ଠା କଲେ ଏହାର ନାମ ସାହାୟ୍ଯକାରୀ ପଥର ରଖିଲେ। ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ଆମ୍ଭକକ୍ସ୍ଟ ଏ ସ୍ଥାନ ରେ ସବୁ ପ୍ରକାର ସାହାୟ୍ଯ କରିଛନ୍ତି।

ପ୍ରଥମ ଶାମୁୟେଲ 7:16

ସେ ପ୍ରତିବର୍ଷ ଦେଶର ଚତକ୍ସ୍ଟର୍ଦ୍ଦିଗ ୟାତ୍ରା କରନ୍ତି। ସେ ବୈଥେଲ୍, ଗିଲ୍ଗିଲ୍ ଓ ମିସଫୀ ପ୍ରଭକ୍ସ୍ଟତି ସ୍ଥାନକକ୍ସ୍ଟ ୟାତ୍ରା କଲେ। ସେ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରି ଶାସନ ଚଳାଇଲେ।

ପ୍ରଥମ ଶାମୁୟେଲ 10:17

ଶାମକ୍ସ୍ଟଯଲେ ଇଶ୍ରାୟେଲବାସୀଙ୍କକ୍ସ୍ଟ ମିସପୀ ରେ ଏକତ୍ରୀତ ହବୋପାଇଁ ଡକାଇଲେ।

ପ୍ରଥମ ଶାମୁୟେଲ 12:23

ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।

ଦିତୀୟ ରାଜାବଳୀ 25:23

ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।

ନିହିମିୟା 9:1

ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।

ହୋଶେୟ 5:1

ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।

ଯୋୟେଲ 2:16

ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।

Interlinear

Choose Theme