ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।
Cross references
ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।
ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।
ତହୁଁ ଯିହୁଦାର ରାଜା ସିଦିକିଯ ଓ ସମସ୍ତ ସୈନ୍ଯଗଣ ସମାନଙ୍କେୁ ଦେଖି ପଳାଯନ କଲେ। ସମାନେେ ରାତ୍ରିକାଳ ରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦଇେ ଦୁଇ ପ୍ରାଚୀରର ମଧ୍ଯସ୍ଥିତ ଦ୍ବାର ରେ ନଗରରୁ ବାହାରି ଗଲେ। ପୁଣି ସମାନେେ ପ୍ରାନ୍ତର ଆଡ଼େ ଚାଲିଲେ।
ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।
କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।
ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।
ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।
ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।
ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'
ଦେଶର ସମସ୍ତ ଲୋକ ଇଶ୍ରାୟେଲର ଅଧିପତିଙ୍କ ପାଇଁ ଏହି ଉପହାର ଦବେେ।