ଯିରିମିୟ 39:13 · ଓଡ଼ିଆ ବାଇବେଲ
ତେଣୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍, ସନୋଧ୍ଯକ୍ଷ ନବୂଶସବନ୍ ଓ ନେଶୀର ଶଲେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡ଼କାଇଲେ।
Cross references
ଯିରିମିୟ 39:3
ତା'ପ ରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା : ର୍ନଗେଲଶ ରେତ୍ସର, ସମଗର-ନବୋ, ଶସଖୀମ, ରବସାରୀସ୍ ଓ ରବମାଗ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମାଧ୍ଯମ ଦ୍ବାର ରେ ବସିଲେ।
ଯିରିମିୟ 39:9
ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।