ୟିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସମାନଙ୍କେ ମଧ୍ଯରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ରାମା ନଗର ରେ ୟାଇ ମୁକ୍ତ କରେ। ଏହାପ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିଟ ରେ ଉପସ୍ଥିତ ହେଲା।
Cross references
ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,
ଶାମକ୍ସ୍ଟଯଲେ ଘର ରାମା, ତେଣୁ ସେ ସଠାେକକ୍ସ୍ଟ ଫରେି ଆସକ୍ସ୍ଟଥିଲେ। ସେ ରାମାଠାରକ୍ସ୍ଟ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରୁଥିଲେ ଓ ସଠାେରକ୍ସ୍ଟ ଶାସନ କରୁଥିଲେ। ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଇଁ ରାମା ରେ ୟଜ୍ଞବଦେୀ ନିର୍ମାଣ କରିଥିଲେ।
ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।
ୟିଏ ପରିବାରରେ ଏକାକୀ ଥାଏ, ପରମେଶ୍ବର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ବର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ୟିଏ ପରମେଶ୍ବରଙ୍କର ବି ରୋଧ ହୁଏ, ସମାନଙ୍କେୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
ପରମେଶ୍ବର ପିତ୍ତଳ ଫାଟକକୁ ଭାଙ୍ଗି ଦଇପୋରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରିପାରିବେ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।
ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।
ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।
ଅନନ୍ତର ଦଶଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।
ହରେୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରି ରେ ପିତର ଦୁଇଟି ଶିକୁଳି ରେ ବନ୍ଧା ହାଇେ ଦୁଇଜଣ ସୈନିକଙ୍କ ମଝି ରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖ ରେ ରହି କାରାଗାରକୁ ଜଗି ରହିଥିଲେ।
କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।
ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହବୋ ପାଇଁ ଚ଼ାହିଁଲି। ଇଶ୍ରାୟେଲର ଭରସା ରେ ବିଶ୍ବାସ କରୁଥିବା ହତେୁ ମୁଁ ଆଜି ଏହି ଶିକୁଳି ରେ ବନ୍ଧା ହାଇେଛି।
ମାରେକାମ ହେଉଛି, ସୁସମାଚାର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘ ରେ ମଧ୍ଯ କରୁଅଛି। ମାେ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତବେେଳେ ସୁସମାଚାର ପ୍ରଚାର କରେ, ସେତବେେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପା ରେ।