ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?
Cross references
ତହୁଁ ସେ ବାଲାକ୍ ନିକଟକୁ ଫରେିଆସିଲେ ଏବଂ ତାକୁ ନିଜର ୟଜ୍ଞବଦେୀ ନିକଟରେ ଛିଡା ହାଇେଥିବାର ଦେଖିଲେ। ମାୟୋବର କୁଳୀନମାନେ ମଧ୍ଯ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କ'ଣ କହିଲେ?
ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।
ଆହାବ୍ ପୁଣି ମୀଖାଯକୁ କହିଲେ, ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।
ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?
ସମାନେେ ସିଦିକିଯଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖ ରେ ବଧ କଲେ। ତା'ପରେ ସମାନେେ ସିଦିକିଯଙ୍କର ଚକ୍ଷୁ ଉପାଡି ପକାଇଲେ ଓ ତାଙ୍କୁ ଶୃଙ୍ଖଳ ରେ ବାନ୍ଧି ବାବିଲକୁ ନଇେ ଗଲେ।
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣ ରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।
ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'
ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।
ପୁଣି ମଷେପାଳକଗଣ ପଳାଯନ କରି ଲୁଚି ପାରିବେ ନାହିଁ। ସମାନଙ୍କେର ଅଧିପତିଗଣ ରକ୍ଷା ପାଇବେ ନାହିଁ।
ତୁମ୍ଭ ସହିତ ବାବିଲକୁ ବନ୍ଦୀ ହାଇେ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷଯ ରେ ଓ ଦାଉଦର ସିଂହାସନ ରେ ଉପବିଷ୍ଟ ରାଜା ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି।
ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।
ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।