Home Bibles ଯିରିମିୟ 34:21 · ଓଡ଼ିଆ ବାଇବେଲ
ଯିରିମିୟ 34:21 · ଓଡ଼ିଆ ବାଇବେଲ

ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।

Cross references

ଦିତୀୟ ରାଜାବଳୀ 25:18

ପୁଣି ନବୂସରଦନ୍ ପ୍ରଧାନ ଯାଜକ ସରାଯ ଦ୍ବିତୀୟ ଯାଜକ ସଫନିଯ ଓ ତିନି ଜଣ ଦ୍ବାରପାଳଙ୍କୁ ନଇେ ଗଲା।

ଯିରିମିୟ 32:4

ଆଉ ଯିହୁଦାର ରାଜା ସିଦିକିଯ କଲଦୀଯମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜଞର ହସ୍ତ ରେ ସମର୍ପିତ ହବେ ଓ ସାମନା ସାମନି ହାଇେ ତାହ ସହିତ କଥା କହିବ ଓ ସ୍ବଚକ୍ଷୁ ରେ ସେ ତାହା ଦେଖିବ।

ଯିରିମିୟ 34:3

ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚଯ ଧରାୟିବ ଓ ତାହା ହସ୍ତ ରେ ସମର୍ପିତ ହବେ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ବଚକ୍ଷୁ ରେ ଦେଖିବ। ସେ ମୁହାଁମୁହିଁ ହାଇେ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ୟିବ।

ଯିରିମିୟ 37:5

ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।

ଯିରିମିୟ 39:6

ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।

ଯିରିମିୟ 52:10

ଆଉ ବାବିଲର ରାଜା ସିଦିକିଯର ପୁତ୍ରମାନଙ୍କୁ ତାହାର ସମ୍ମୁଖ ରେ ବଧ କଲା। ଆଉ ମଧ୍ଯ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲା ରେ ବଧ କଲା।

ଯିରିମିୟ 52:24

ପୁଣି ପ୍ରହରୀବର୍ଗର ସନୋପତି ପ୍ରଧାନ ଯାଜକ ସରାଯକୁ ଓ ଦ୍ବିତୀୟ ଯାଜକ ସଫନିଯକୁ ଏବଂ ଆଉ ତିନିଜଣ ଦ୍ବାରପାଳକୁ ବନ୍ଦୀ କରି ନଲୋ।

ଯିରିମିୟଙ୍କ ବିଳାପ 4:20

ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ। ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।

ଯିହିଜିକଲ 17:12

ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।

ଯିହିଜିକଲ 17:16

ସଦାପ୍ରଭୁ ମାେତେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲ ରେ ମୃତ୍ଯୁବରଣ କରିବ, ଯେ ହତେୁ ସେ ରାଜା ବିରୁଦ୍ଧ ରେ ବିଦ୍ରୋହ କଲା, ୟିଏ ତାକୁ ସିଂହାସନ ରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।

ଯିହିଜିକଲ 17:20

ମୁଁ ମାରଜୋଲ ବିଛାଇବି ଓ ତାକୁ ଫାଶ ରେ ପକାଇ ବାବିଲକୁ ନଇୟିବେି ଏବଂ ମୁଁ ସଠାେ ରେ ତା'ର ବିଚାର କରିବି। କାରଣ ସେ ମାେ ପ୍ରତି ଅବିଶ୍ବସ୍ତ ଥିଲା।

Interlinear

Choose Theme