Home Bibles ☰ Books ଯିରିମିୟ 37:16 · ଓଡ଼ିଆ ବାଇବେଲ
ଯିରିମିୟ 37:16 · ଓଡ଼ିଆ ବାଇବେଲ

ସହେି ଲୋକମାନଙ୍କ ଦ୍ବାରା ଯିରିମିୟ ଗଣାକାର କଠାେରୀ ରେ ବନ୍ଦୀ ହେଲେ ଓ କ୍ଷୁଦ୍ର କଠାେରୀ ରେ ଅନକେ ଦିନ ରହିଲେ।

Cross references

ଆଦି ପୁସ୍ତକ 40:15

କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।

ଯିରିମିୟ 38:6

ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।

ଯିରିମିୟ 38:10

ତା'ପ ରେ ରାଜା ସିଦିକିଯ କୁଶୀଯ ଏବଦ-ମଲକେକୁ ଆଜ୍ଞା କଲା, ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗ ରେ ନଇେ ଯିରିମିୟ ଭିବଷ୍ଯଦବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।

ଯିରିମିୟଙ୍କ ବିଳାପ 3:53

ସମାନେେ ମାେତେ କୂପ ରେ ନିକ୍ଷପେ କରିଛନ୍ତି ଓ ମାେତେ ସଂହାର କରିବାକୁ ମାେ ଉପ ରେ ପ୍ରସ୍ତର ପକାଇ ଅଛନ୍ତି।

ଯିରିମିୟଙ୍କ ବିଳାପ 3:55

ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି।

Interlinear

Choose Theme