ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚଯ ତା'ର ପ୍ରତିଫଳ ତାହାର ମସ୍ତକରେ ରଖିବା।
Cross references
ତୁମ୍ଭେ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନାମ ନବେ ନାହିଁ। ଯଦି କୌଣସି ଲୋକ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧି ବୋଲି ବିବଚେନା କରନ୍ତି ନାହିଁ।
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।
ତେଣୁ ସମାନଙ୍କେର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ବର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ଯ ପ୍ରତି।
ସମାନେେ, 'ଜୀବତ୍ ସଦାପ୍ରଭୁ' କହିଲେ ହେଁ ନିତାନ୍ତ ମିଥ୍ଯା ରେ ଶପଥ କରନ୍ତି।
ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁର ପ୍ରତିଫଳ ଦବୋ ନାହିଁ ? ଆମ୍ଭେ କ'ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶାଧେ ନବୋ ନାହିଁ ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ଯ।
ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?
ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।
ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ? ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଚାର କରାୟିବ, କାରଣ ସମାନଙ୍କେର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସମାନେେ କଲେ। କିନ୍ତୁ ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ ଓ ତା'ପ ରେ ସମାନେେ ଧରାଯିବେ।