ଗଣନା ପୁସ୍ତକ 23:17 · ଓଡ଼ିଆ ବାଇବେଲ
ତହୁଁ ସେ ବାଲାକ୍ ନିକଟକୁ ଫରେିଆସିଲେ ଏବଂ ତାକୁ ନିଜର ୟଜ୍ଞବଦେୀ ନିକଟରେ ଛିଡା ହାଇେଥିବାର ଦେଖିଲେ। ମାୟୋବର କୁଳୀନମାନେ ମଧ୍ଯ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କ'ଣ କହିଲେ?
Cross references
ଗଣନା ପୁସ୍ତକ 23:26
ବିଲିଯମ ବାଲାକ୍ କୁ କହିଲେ, ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମାେତେ ଯାହା କହିବେ ମୁଁ ତାହା କରିବି।
ପ୍ରଥମ ଶାମୁୟେଲ 3:17
ତା'ପରେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁ ତୁମ୍ଭକୁ ବିନଯ କରୁଅଛି, କିଛି ନଲକ୍ସ୍ଟଗ୍ଭଇ ମାେତେ କକ୍ସ୍ଟହ, ପରମେଶ୍ବରଙ୍କ ବାର୍ତ୍ତା ଯଦି କିଛି ମାଠାେ ରେ ଲକ୍ସ୍ଟଗ୍ଭଅ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦବେେ।
ଯିରିମିୟ 37:17
ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?