Home Bibles ଯିରିମିୟ 36:29 · ଓଡ଼ିଆ ବାଇବେଲ
ଯିରିମିୟ 36:29 · ଓଡ଼ିଆ ବାଇବେଲ

ପୁଣି ଯିହୁଦାର ରାଜା ୟିହୋଯାମୀମଙ୍କୁ ତୁମ୍ଭେ ଏହା କହିବ, 'ସଦାପ୍ରଭୁ ଏହା କହନ୍ତି, ବାବିଲର ରାଜା ନିଶ୍ଚଯ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ଯ ଓ ପଶୁଶୂନ୍ଯ କରିବ। ଏପରି କଥା ସେଥି ରେ ଅଛି ? ଏଥି ସକାେଶ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।

Cross references

ଦିତୀୟ ବିବରଣ 29:19

ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'

ଆୟୁବ ପୁସ୍ତକ 15:24

ଚିନ୍ତା ଓ ଦୁଃଖ ୟନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ବଂସ କରାନ୍ତି।

ଆୟୁବ ପୁସ୍ତକ 40:8

ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।

ଯିଶାଇୟ 29:21

ସମାନେେ କଥା ରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ବାର ରେ ଦୋଷୟୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣ ରେ ଧାର୍ମିକ ପ୍ରତି ଅନ୍ଯାଯ କରନ୍ତି।

ଯିଶାଇୟ 30:10

ସମାନେେ ଦର୍ଶକମାନଙ୍କୁ କୁହନ୍ତି, ତୁମ୍ଭମାନେେ ଦର୍ଶନ କର ନାହିଁ ଓ ଭବିଷ୍ଯତ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭମାନେେ ଆମ୍ଭମାନଙ୍କ ନିକଟରେ ବିଶ୍ବାସ ବାକ୍ଯ ପ୍ରଚାର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ଯ ପ୍ରଚାର କର।

ଯିଶାଇୟ 45:9

ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।

ଯିରିମିୟ 21:4

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।

ଯିରିମିୟ 21:7

ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'

ଯିରିମିୟ 21:10

ପୁଣି ସଦାପ୍ରଭୁ କହନ୍ତି ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ।ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତ ରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନି ରେ ଦଗ୍ଧ କରିବ।'

ଯିରିମିୟ 26:9

ସମାନେେ ପୁଣି କହିଲେ, ତୁମ୍ଭେ କିପରି ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହବେ ଓ ୟିରୁଶାଲମ ନଗର ଧ୍ବଂସ ଓ ନିବାସହୀନ ହବେ। ସଦାପ୍ରଭୁଙ୍କ ମନ୍ଦିର ରେ ସମସ୍ତ ଲୋକ ଯିରିମିୟଙ୍କ ଚାରିପଟେ ରୁଣ୍ଡ ହେଲେ।

ଯିରିମିୟ 28:8

ତୁମ୍ଭର ଓ ମାରେ ବହୁ ପୂର୍ବରୁ ଅନକେ ଭବିଷ୍ଯଦବକ୍ତା ବହୁଦେଶ ଓ ମହାନ୍ ମହାନ୍ ରାଜ୍ଯ ବିରୁଦ୍ଧ ରେ ୟୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ଯଦବକ୍ତା ପ୍ରଚାର କରିଅଛନ୍ତି।

ଯିରିମିୟ 32:3

ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।

ଯିରିମିୟ 32:28

ପୁଣି ସଦାପ୍ରଭୁ ଏହା ମଧ୍ଯ କହିଲେ, ଦେଖ, ଆମ୍ଭେ କଲଦୀଯମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।

ଯିରିମିୟ 34:21

ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:28

ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:39

କିନ୍ତୁ ଯଦି ଏହା ପରମେଶ୍ବରଙ୍କଠାରୁ ହାଇେଥାଏ, ତବେେ ତୁମ୍ଭମାନେେ ସମାନଙ୍କେ କାମ ବନ୍ଦ କରିପାରିବନାହିଁ। ତୁମ୍ଭମାନେେ ନିଜକୁ ପରମେଶ୍ବରଙ୍କ ବିରୁଦ୍ଧ ରେ ଲଢ଼ିବାର ଦେଖିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:22

ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

Interlinear

Choose Theme