Home Bibles ☰ Books ଆୟୁବ ପୁସ୍ତକ 15:24 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 15:24 · ଓଡ଼ିଆ ବାଇବେଲ

ଚିନ୍ତା ଓ ଦୁଃଖ ୟନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ବଂସ କରାନ୍ତି।

Cross references

ଆୟୁବ ପୁସ୍ତକ 6:2

ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,

ଆୟୁବ ପୁସ୍ତକ 19:11

ପରମେଶ୍ବରଙ୍କ ରାଗ ମାେ ବିରୁଦ୍ଧ ରେ ପ୍ରଜ୍ବଳିତ ହବୋ ରେ ଲାଗିଛି। ସେ ମାେତେ ତାଙ୍କର ଶତ୍ରୁ ଭାବୁଛନ୍ତି।

ଆୟୁବ ପୁସ୍ତକ 19:12

ପରମେଶ୍ବର ତାଙ୍କର ସୈନ୍ଯଦଳମାନଙ୍କୁ ମାେ ବିରୁଦ୍ଧ ରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସମାନେେ ମାରେ ଚତୁଃପାଶର୍‌ବ ରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସମାନେେ ମାରେ ଛାଉଣୀର ଚତୁଃପାଶର୍‌ବ ରେ ଛାଉଣୀ କରିଛନ୍ତି।

ଗୀତସଂହିତା 119:143

କ୍ଲେଶ ଓ ୟନ୍ତ୍ରଣା ମାେ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।

ହିତୋପଦେଶ 1:27

ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।

ହିତୋପଦେଶ 6:11

କିନ୍ତୁ ସେ ଶାଇେ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହାଇୟୋଏ। ଖୁବ୍ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନବେ।

ହିତୋପଦେଶ 24:34

ତବେେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ଯକ୍ତି ତୁଲ୍ଯ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହବେ।

ଯିଶାଇୟ 13:3

ପୁଣି ପରମେଶ୍ବର କହିଲେ,

ମାଥିଉଲିଖିତ ସୁସମାଚାର 26:37

ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ରୋମୀୟଙ୍କ ପ୍ରତି ପତ୍ର 2:9

ମନ୍ଦକାମ କରୁଥିବା ପ୍ରେତ୍ୟକକ ଲୋକକୁ ପରମେଶ୍ବର ଦୁଃଖ ଓ ସଂକଟ ରେ ପକାଇବେ। ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।

Interlinear

Choose Theme