ହେ ଯିରିମିୟ, ଯିହୁଦାର ରାଜା ଯିହାୟୋଦାରକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସହେି ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନଇେ ପୁନର୍ବାର ଲେଖ।
Cross references
କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।
ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।
ପରମେଶ୍ବର କହିଲେ, ତେଣୁ, ତୁମ୍ଭର ସହେି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସହେି ଭବିଷ୍ଯଦ୍ବକ୍ତାଗଣ କଣ ଏପର୍ୟ୍ଯନ୍ତ ବଞ୍ଚିଛନ୍ତି?
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।
ଯଦି ଆମ୍ଭେ ବିଶ୍ବସ୍ତ ନ ହେଉ, ତଥାପି ସେ ବିଶ୍ବସ୍ତ ହାଇେ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହାଇପୋରିବେ ନାହିଁ।