Home Bibles ☰ Books ଯିରିମିୟ 34:11 · ଓଡ଼ିଆ ବାଇବେଲ
ଯିରିମିୟ 34:11 · ଓଡ଼ିଆ ବାଇବେଲ

ମାତ୍ର ତାହାପ ରେ ସମାନେେ ନିଜ ନିଜ ହୃଦଯ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସମାନଙ୍କେୁ ପୁନର୍ବାର ଆଣି ଦାସ୍ଯକର୍ମ ରେ ନିୟୁକ୍ତ କଲେ।

Cross references

ଯାତ୍ରା ପୁସ୍ତକ 8:8

ଫାରୋ ମାଶାେ ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, ସଦାପ୍ରଭୁଙ୍କୁ କୁହ ମାେ ଉପରୁ, ମାରେ ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢି ନିଅନ୍ତୁ। ମୁଁ ତାଙ୍କର ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ପାଇଁ ଛାଡି ଦବେି।

ଯାତ୍ରା ପୁସ୍ତକ 8:15

ଫାରୋ ହୃଦଯଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲ। ସେ ସମାନଙ୍କେ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସହେିପରି ସବୁ ଘଟିଗଲା।

ଯାତ୍ରା ପୁସ୍ତକ 9:28

ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

ଯାତ୍ରା ପୁସ୍ତକ 9:34

ଯେତବେେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହାଇଗେଲା ସେ ପୁନ୍ନରାଯ ଅନ୍ଯାଯ କଲେ। ସେ ଏବଂ ତାଙ୍କର କର୍ମଚାରୀମାନେ ପୁଣି କଠାେର ହୃଦଯ ହେଲେ।

ଯାତ୍ରା ପୁସ୍ତକ 10:17

ଏଇଥରକ ପାଇଁ ମାେତେ କ୍ଷମା କର। ଏହି 'ମାରାତ୍ମକ' ପଙ୍ଗପାଳଗୁଡିକୁ ଦୂ ରଇେ ନଇୟିବୋ ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ରାର୍ଥନା କର।

ଯାତ୍ରା ପୁସ୍ତକ 14:3

ତହିଁରେ ଫାରୋ ଭାବିବେ ଯେ, ଇଶ୍ରାୟେଲର ଲୋକମାନେ ମରୁଭୂମି ମଧିଅରେ ବାଟବଣା ହାଇେଅଛନ୍ତି।

ପ୍ରଥମ ଶାମୁୟେଲ 19:6

ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।

ପ୍ରଥମ ଶାମୁୟେଲ 24:19

ଯେତବେେଳେ ଜଣେ ମନକ୍ସ୍ଟଷ୍ଯ ନିଜର ଶତୃକକ୍ସ୍ଟ ପାଏ ସେ ତାକକ୍ସ୍ଟ ଭଲ ରେ ୟିବାକକ୍ସ୍ଟ ଦିଏ ନାହିଁ। ତା ପ୍ରତି ଉତ୍ତମ ବ୍ଯବହାର କରେ ନାହିଁ। ଏଣୁ ଆଜି ମାେ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପକ୍ସ୍ଟରସ୍କାର ଦିଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 26:21

ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।

ଗୀତସଂହିତା 36:3

ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।

ଗୀତସଂହିତା 78:34

ଯେତବେେଳେ ପରମେଶ୍ବର ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିଲେ, ଅନ୍ୟମାନେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ ଏବଂ ତାଙ୍କଠାରୁ ସାହାୟ୍ଯ ପାଇବା ପାଇଁ ଉତ୍କଣ୍ଠିତ ହେଲେ।

ଗୀତସଂହିତା 125:5

ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

ହିତୋପଦେଶ 26:11

ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି।

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

Interlinear

Choose Theme